ଖୁବଶୀଘ୍ର ପୂରଣ ହେବ ୨୨ ହଜାର ୮୯୬ ପଦବୀ; ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସର୍ବାଧିକ ୮୩୫୮ ପଦବୀ

ଖୁବଶୀଘ୍ର ପୂରଣ ହେବ ୨୨ ହଜାର ୮୯୬ ପଦବୀ । ୧୦ ବିଭାଗର ଗ୍ରୁପ୍ ସି'ର ୨୨ ହଜାର ୮୯୬ ପଦବୀ ପୂରଣ ହେବ । ଅଗଷ୍ଟ ୩୧ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ସାରିବାକୁ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସର୍ବାଧିକ ୮୩୫୮ ପଦବୀ । ପଞ୍ଚାୟତିରାଜ ବିଭାଗର ୪୦୪୨, ସ୍ବାସ୍ଥ୍ୟ ବିଭାଗର ୩୬୭୭ ପଦବୀ । ୧୦ ବିଭାଗରେ ଏବେ ଖାଲି ପଡ଼ିଛି ୪୪ ହଜାର ୯୦୯ ପଦବୀ।

odisha job 22896 posts to be filled
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+