ଓଡ଼ିଶା ନର୍ସିଂ କ୍ୟାଡରର ଡ୍ରେସ୍ କୋଡ୍ ପରିବର୍ତ୍ତନ, ୟୁନିଫର୍ମରେ ରହିବ ସମ୍ବଲପୁରୀ ଛିଟ

ବଦଳିଲା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅଧୀନ ନର୍ସଙ୍କ ଡ୍ରେସ କୋଡ୍‌ । ନର୍ସିଂଙ୍କ ଡ୍ରେସ୍‌ କୋଡ୍‌ରେ ରହିବ ସମ୍ବଲପୁରୀ ଛିଟ । ନର୍ସିଂ ଅଫିସରଙ୍କ ୟୁନିଫର୍ମ କଲାରରେ ରହିବ ସମ୍ବଲପୁରୀ ଝଲକ । ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସହ ଆଲୋଚନା ପରେ ନିଷ୍ପତ୍ତି। ଈଷତ୍ ବାଇଗଣୀ ରଙ୍ଗର ପୋଷାକ ପିନ୍ଧିବେ ସିନିୟର୍ ନର୍ସିଂ ଅଫିସର। ଆସିଷ୍ଟାଣ୍ଟ ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟଙ୍କ ପାଇଁ କେୟନ୍ ବ୍ଲୁ ରଙ୍ଗର ପୋଷାକ। ଡେପୁଟି ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ/ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟଙ୍କ ଧଳା ରଙ୍ଗ। ଜେନେରାଲ୍ ୱାର୍ଡରେ କାର୍ଯ୍ୟରତ ନର୍ସ ଧଳା ରଙ୍ଗର ଆପ୍ରନ୍ ପିନ୍ଧିବେ ।

ନର୍ସଙ୍କ ଡ୍ରେସ କୋଡ୍‌କୁ ନେଇ ପରିବର୍ତ୍ତନ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧୀନ ନର୍ସଙ୍କ ଡ୍ରେସ କୋଡ୍ ବଦଳିଛି । ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଆସନ୍ତୁ ଜାଣିବା କେଉଁ ବର୍ଗର ନର୍ସ କେଉଁ ରଙ୍ଗର ଡ୍ରେସ କୋଡ୍ ।

Odisha issues new dress code

ଆସିଷ୍ଟାଣ୍ଡ ନର୍ସିଂ ସୁପରିଟେଣ୍ଟେଣ୍ଡ କେୟନ୍ ବ୍ଲୁ ରଙ୍ଗର ପୋଷାକ ପରିଧାନ କରିବେ । ଡେପୁଟି ନର୍ସିଂ ସୁପଣ୍ଡେଣ୍ଟଣ୍ଡ/ ନର୍ସିଂ ସୁପଣ୍ଡେଣ୍ଟେଣ୍ଡଙ୍କର ଡ୍ରେସ୍ କୋଡ୍ ଧଳା ରଙ୍ଗର ରହିଛି। ଏଥିସହ ଜେନେରାଲ ୱାର୍ଡରେ କାର୍ଯ୍ୟରତ ନର୍ସ ଧଳା ରଙ୍ଗର ଆଫ୍ରନ୍ ପିନ୍ଧିବେ। ନର୍ସିଂ ଅଫିସରଙ୍କ ୟୁନିଫର୍ମରେ ରହିବ ସମ୍ବଲପୁରୀ ଛିଟ ରହିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+