ରାଜ୍ୟରେ ନିର୍ମାଣ ହେବ ୫୫ ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ

Odisha is planning new 55 shelter homes .. this FY.ରାଜ୍ୟରେ ନର୍ମାଣ ହେବ ୫୫ ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ କରିବା ମୁଖ୍ୟମନ୍ତ୍ରୀଙ୍କର ବଡ଼ ପଦକ୍ଷପ

ଭୁବନେଶ୍ୱର: ରାଜ୍ୟରେ ନିର୍ମାଣ ହେବ ୫୫ ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ କରିବା ମୁଖ୍ୟମନ୍ତ୍ରୀଙ୍କର ବଡ଼ ପଦକ୍ଷପ ।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ଵିତୀୟ ପର୍ଯ୍ୟାୟରେ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ୨୯ କୋଟି ୩୬ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ପୂର୍ବରୁ ଏପ୍ରିଲ ମାସରେ ମଧ୍ୟ ପ୍ରଥମ ପର୍ଯ୍ୟାୟରେ୨୯.୩୬ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିଲେ। ତେବେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମୋଟ୍ ୯୮କୋଟି ଟଙ୍କା ବ୍ୟୟରେ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ କରାଯାଇଛି ଏବଂ ଏହି କାର୍ଯ୍ୟକୁ ଯଥା ଶିଘ୍ର ସମ୍ପନ୍ନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

NEW

ତେବେ ଓଡିଶାର ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲ ମଡେଲ ଶାରା ବିଶ୍ୱ ସାଉଁଟୁଛି ପ୍ରଶଂସା । ରାଜ୍ୟ ସରକାର ନିଜ ରାଜ୍ୟବାସିଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇଆସିଛନ୍ତି । ସେ କୋଭିଡ ସ୍ଥିତି
ହେଉ କିମ୍ବା ବାତ୍ୟାକୁ ମୁକାବିଲା କରିବା କଥା ହେଉ ସବୁ କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥାନ୍ତି ରାଜ୍ୟ ସରକାର।

ବାତ୍ୟା ପ୍ରଭାବିତ ଅଞ୍ଚଳ ଗୁଡିକୁ କିପରି ଅଧିକ ସୁରକ୍ଷା ଦିଆଯିବ ,କିଭଳି କ୍ଷୟକ୍ଷତିକୁ ରୋକା ଯାଇପାରିବ ସେନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।ପ୍ରଥେମେ ସମୁଦ୍ରକୂଳିଆ
ଅଞ୍ଚଳକୁ ଗୁରୁତ୍ୱ ଦିଆଯିବ । ସେହିପରି ଦ୍ୱିତୀୟ ପର୍ଯ୍ୟାରେ ସୁମୁଦ୍ର କୂଳରୁ ୬୦ ରୁ ୧୦୦ କିଲୋମିଟର ଓ ତୃତୀୟ ପର୍ଯ୍ୟାୟର ୧୦୦ରୁ୧୫୦କିଲୋମିଟର ଥିବା ଅଞ୍ଚଳଗୁଡିକର
ସୁରକ୍ଷା ବ୍ୟବସ୍ଥା କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+