କୋଭିଡ ଟିକାକରଣରେ ଓଡିଶା ଆଗରେ

ତାଲିକାର ପ୍ରଥମ ସ୍ଥାନରେ କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷାଦ୍ୱୀପ ରହିଥିବା ବେଳେ 2ୟ ସ୍ଥାନରେ ରହିଛି ଓଡିଶା ।

ଭୁବନେଶ୍ୱର: ମହାମାରୀ କରୋନା ବିରୋଧରେ ସାରା ଦେଶରେ ଜୋରଦାର ହେଉଛି ଲଢେଇ । ଦେଶର ସମସ୍ତ ରାଜ୍ୟ ତଥା ଜିଲ୍ଲାମାନଙ୍କରେ କୋଭିଡ ଟିକାକରଣର ଜୋରସର ଚାଲିଛି । ତେବେ ପ୍ରଥମ ପର୍ଯ୍ୟାୟ ଟିକାକରଣ ମଧ୍ୟରେ ଆସିଥିବା ତଥ୍ୟ ଅନୁଯାଇଛି ଖୁବ ଆଗରେ ରହିଛି ଓଡିଶା ।

Covid-19 vaccination

ତାଲିକାର ପ୍ରଥମ ସ୍ଥାନରେ କେନ୍ଦ୍ରଶାସିତ ଅଞ୍ଚଳ ଲକ୍ଷଦ୍ୱୀପ ରହିଥିବା ବେଳେ 2ୟ ସ୍ଥାନରେ ରହିଛି ଓଡିଶା । ତେବେ ଗତକାଲି ସୁଦ୍ଧା ରାଜ୍ୟରେ ୧ଲକ୍ଷ ୯୪ ହଜାର ୫୮ଜଣ ସ୍ୱାସ୍ଥ୍ୟକର୍ମୀ ଟିକା ନେଇଛନ୍ତି।

ଆଉ ୧ଲକ୍ଷ ୪୪ହଜାର ୬୪୨ ଜଣ ଟିକା ନେବେ। ପଲ୍‌ସ ପୋଲିଓ ଅଭିଯାନ ଜାନୁଆରୀ ୩୧ରୁ ଫେବୃଆରୀ ୨ ତାରିଖ ଯାଏ ଚାଲିବ। ତେଣୁ ଏହି ତିନି ଦିନ ବନ୍ଦ ରହିବ କୋଭିଡ୍‌ ଟିକାକରଣ। ଫେବ୍ରୁଆରୀ ୧୦ ତାରିଖ ସୁଦ୍ଧା ପ୍ରଥମ ଡୋଜ୍‌ ସମସ୍ତଙ୍କୁ ଦିଆଯିବ। ଟିକା ନେବା ପରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଇନି। ଯେଉଁମାନଙ୍କ ଦେଖା ଦେଇଥିଲା, ସେମାନେ ସୁସ୍ଥ ଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+