ଖରାଛୁଟିରେ ଛାତ୍ରଛାତ୍ରୀଙ୍କୁ ମିଳିବ ଆଇରନ ଓ ଫଲିକ ବଟିକା

ଭୁବନେଶ୍ୱର:ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ମିଳିବ ଆଇରନ୍ ଓ ଫଲିକ୍ ଏସିଡ୍ ବଟିକା । ଜୁନ୍ ୧୬ ତାରିଖ ଯାଏଁ ଘରକୁ ଘର ଯାଇ ଟାବଲେଟ୍ ବଣ୍ଟାଯିବ । ଏନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ତରଫରୁ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅମ୍ଳଜାନ କାର୍ଯ୍ୟକ୍ରମ ଜରିଆରେ ଆନେମିଆ ମୁକ୍ତ ଓଡ଼ିଶା ଲକ୍ଷ୍ୟ ରଖାଯାଇଛି ।

ସୂଚନା ଅନୁସାରେ ଛାତ୍ରଛାତ୍ରୀଙ୍କ ପିଛା ୮ଟି IFA ଟାବଲେଟ୍ ଦିଆଯିବ । ପିଙ୍କ ଟାବଲେଟ୍ ପ୍ରଥମରୁ ପଞ୍ଚମ ଓ ବ୍ଲୁ ଟ୍ୟାବଲେଟ୍ ଷଷ୍ଠରୁ ଦ୍ୱାଦଶ ଛାତ୍ରଛାତ୍ରୀଙ୍କୁ ଦିଆଯିବ । ଏକ୍ସପାଏରି ଡେଟ୍ ଯାଞ୍ଚ କରବା ପରେ ଟ୍ୟାବଲେଟ୍ ଦିଆଯିବ ଏହାସହ ଛାତ୍ରଛାତ୍ରୀ ମାନେ ଅଭିଭାବକଙ୍କ ଉପସ୍ଥିତିରେ ଖାଇବେ ଟ୍ୟାବଲେଟ୍ । ସେହିପରି ଏକ୍ସପାରି ଟ୍ୟାବେଲେଟକୁ ନବାଣ୍ଟି ସ୍ୱାସ୍ଥ୍ୟ ବିଭାଗକୁ ଫେରସ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

odisha_ school

ପ୍ରତ୍ୟେକ ଛାତ୍ରଛାତ୍ରୀ ସୋମବାର ଦିନ ଗୋଟିଏ IFA ଟ୍ୟାବଲେଟ ଖାଇବେ । ଏ ସମସ୍ତ ପ୍ରକ୍ରିୟା ଅଭିଭାବକଙ୍କ ଉପସ୍ଥିତିରେ କରାଯିବ ଏବଂ ଆବଶ୍ୟକସ୍ଥଳେ ସ୍କୁଲ SMC ଏହାର ତଦାରଖ କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+