Odisha High court: ହାଇକୋର୍ଟ ପକ୍ଷରୁ ୧୩ ଜଣଙ୍କୁ ବରିଷ୍ଠ ଆଇନଜୀବୀ ମାନ୍ୟତା
୧୩ ଜଣ ଆଇନଜୀବୀଙ୍କୁ ବରିଷ୍ଠ ଆଇନଜୀବୀ ଭାବେ ଓଡିଶା ହାଇକୋର୍ଟ ମାନ୍ୟତା ପ୍ରଦାନ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଏହାକୁ ଅନୁମୋଦନ କରିଛନ୍ତି। ଏହି ୧୩ଜଣ ବରିଷ୍ଠ ଆଇନଜୀବୀ ମାନେ ହେଲେ ସଂଜୟ କୁମାର ଆଚାର୍ଯ୍ୟ,ଅନୁପ କୁମାର ବୋଷ,ବଂଶୀଧର ବାଗ,ବିବେକାନନ୍ଦ ଭୁୟାଁ,ଭବାନୀ ଶଙ୍କର ତ୍ରିପାଠୀ,ସୁଶାନ୍ତ କୁମାର ଦାଶ,କମଳ ବିହାରୀ ପଣ୍ଡା,ଅମିତାଭ ଦାସ,ଦୟାନନ୍ଦ ମହାପାତ୍ର,ଗୋପାଳ କୁମାର ଅଗ୍ରୱାଲ, ବିଜ୍ଞାନ କୁମାର ଶର୍ମା,ବିଭୁ ପ୍ରସାଦ ତ୍ରିପାଠୀ ଓ ଆଦିତ୍ୟ ନାରାୟଣ ଦାଶ।













Click it and Unblock the Notifications