ହାଇକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି: 'My Lord, Your Honour' ସମ୍ବୋଧନ କରିବାକୁ ମନା

ଓକିଲଙ୍କଠାରୁ ‘ମାଇଁ ଲର୍ଡ’, ‘ୟୋର୍ ହନର’ ସମ୍ବୋଧନ ଶୁଣିବାକୁ ମନା କଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି । ଶୁକ୍ରବାର ଏକ ମାମଲାରେ ବିଚାର କରୁଥିବାବେଳେ ସେ ଓକିଲଙ୍କୁ ଏହି ଅନୁରୋଧ କରିଛନ୍ତି ।

କଟକ: ଓକିଲଙ୍କଠାରୁ 'ମାଇଁ ଲର୍ଡ', 'ୟୋର୍ ହନର' ସମ୍ବୋଧନ ଶୁଣିବାକୁ ମନା କଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି । ଶୁକ୍ରବାର ଏକ ମାମଲାରେ ବିଚାର କରୁଥିବାବେଳେ ସେ ଓକିଲଙ୍କୁ ଏହି ଅନୁରୋଧ କରିଛନ୍ତି । ତେବେ କୌଣସି ମାମଲାର ବିଚାର କରୁଥିବାବେଳେ କୌଣସି ଓକିଲ ତାଙ୍କୁ ଏପରି ସମ୍ବୋଧନ ନକରିବାକୁ କହିଛନ୍ତି ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍ ମୁରଲୀଧର ।

Odisha High Court

ଏବେ ଜଜଙ୍କୁ ଆଇନଜୀବୀ ସାର୍ ଭାବେ ସମ୍ବୋଧନ କରିବେ । କୋର୍ଟରେ ମାମଲା ପରିଚାଳନା ସମୟରେ ମାଇଁ ଲର୍ଡ ପରିବର୍ତ୍ତେ ସାର କିମ୍ବା ଅନରେବୁଲ୍ କୋର୍ଟ ବୋଲି ସମ୍ବୋଧନ କରିବା ପାଇଁ ମୁଖ୍ୟ ବିଚାରପତି ପରାମର୍ଶ ଦେଇଛନ୍ତି । 2016ରେ ବାର କାଉନସିଲ ଅଫ ଇଣ୍ଡିଆ ଏନେଇ ଏକ ପ୍ରସ୍ତାବ ଆଣିଥିଲା । ମୁଖ୍ୟ ବିଚାରପତିଙ୍କ ନିଷ୍ପତ୍ତିକୁ ବରିଷ୍ଠ ଆଇନଜୀବୀ ମନୋଜ ମିଶ୍ର ଏବଂ ଅନ୍ୟମାନେ ସ୍ବାଗତ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+