Get Updates
Get notified of breaking news, exclusive insights, and must-see stories!

ରାଜ୍ୟରେ ଲକଡାଉନ ପାଇଁ ହ୍ୱାଟସଅପ ନମ୍ବର ଜାରି କଲେ ହାଇକୋର୍ଟ

ଲକଡାଉନ ସମୟରେ ହ୍ୱାଟସଅପ ଯୋଗେ ହାଇକୋର୍ଟରେ ଦାଖଲ କରି ପାରିବେ ଅଭିଯୋଗ । ଏନେଇ ମାନନୀୟ ହାଇକୋର୍ଡଙ୍କ ପକ୍ଷରୁ ହ୍ବାଟସଅପ ନମ୍ବର 8895300958 ଜାରି କରାଯାଇଛି।

ଭୁବନେଶ୍ୱର: ଲକଡାଉନ ସମୟରେ ହ୍ୱାଟସଅପ ଯୋଗେ ହାଇକୋର୍ଟରେ ଦାଖଲ କରି ପାରିବେ ଅଭିଯୋଗ । ଏନେଇ ମାନନୀୟ ହାଇକୋର୍ଡଙ୍କ ପକ୍ଷରୁ ହ୍ବାଟସଅପ ନମ୍ବର 8895300958 ଜାରି କରାଯାଇଛି।

Odisha High Court

ଆସନ୍ତା 5 ତାରିଖ ରୁ 14 ଦିନ ପର୍ଯ୍ୟନ୍ତ ରାଜ୍ୟରେ ଲାଗୁ ହେବାକୁ ଥିବା ଲକଡାଉନକୁ ନଜରରେ ରଖି ଏସଓପି ଜାରି କରିଛନ୍ତି ଓଡିଶା ହାଇକୋର୍ଟ । ଏହି ସମୟରେ ଉଭୟ ଅନଲାଇନରେ ଓ ହ୍ବାଟସଅପ ଜରିଆରେ ଆବେଦନ ଗ୍ରହଣ କରାଯିବ ବୋଲି କହିଛନ୍ତି କୋର୍ଟ ।

ଆବେଦନକାରୀ ନିଜର ଆଡଭୋକେଟଙ୍କ ଜରିଆରେ ଏକ ପିଡିଏଫ ଫାଇଲ ମାଧ୍ୟମରେ ଏଥିରେ ମାମଲା ରୁଜୁ କରି ପାରିବେ । ଏଥି ସହିତ ଅନ ଲାଇନରେ ଅଦାଲତ ଫି ଦାଖଲ କରିବାକୁ ଏସଓପିରେ ଉଲ୍ଲେଖ ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+