Get Updates
Get notified of breaking news, exclusive insights, and must-see stories!

ରାଜ୍ୟରେ ଏକ କୋଟି ଲୋକେ ନେଲେଣି କରୋନା ଟିକା

କୋଟିଏ ପାର ହେଲା ରାଜ୍ୟରେ ଟିକାକରଣ । ରାଜ୍ୟରେ ଟିକା ନେଲେଣି ଏକ କୋଟି ଲୋକ । ତେବେ ଏହି ସଫଳ ଟିକାକରଣ ବ୍ୟବସ୍ଥ ପାଇଁ ରାଜ୍ୟର ସମସ୍ତ ସ୍ବାସ୍ଥ୍ୟ କର୍ମୀ ଓ କୋଭିଡ ଯୋଦ୍ଧା ତଥା ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଭୁବନେଶ୍ବର: କୋଟିଏ ପାର ହେଲା ରାଜ୍ୟରେ ଟିକାକରଣ । ରାଜ୍ୟରେ ଟିକା ନେଲେଣି ଏକ କୋଟି ଲୋକ । ତେବେ ଏହି ସଫଳ ଟିକାକରଣ ବ୍ୟବସ୍ଥ ପାଇଁ ରାଜ୍ୟର ସମସ୍ତ ସ୍ବାସ୍ଥ୍ୟ କର୍ମୀ ଓ କୋଭିଡ ଯୋଦ୍ଧା ତଥା ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ୨୦୨୧ ଜାନୁଆରୀ ୧୬ ତାରିଖରୁ ରାଜ୍ୟରେ ନିରନ୍ତର ଭାବେ ଟିକାକରଣ ଜାରି ରହିଛି ।

ରାଜ୍ୟରେ ସ୍ବାସ୍ଥ୍ୟ କର୍ମୀ, ଆଗଧାଡିର କୋଭିଡ ଯୋଦ୍ଧାଙ୍କ ସମେତ ୧୮ ବର୍ଷରୁ ଉର୍ଦ୍ଧ୍ବ ପ୍ରାୟ ଏକ କୋଟିରୁ ଅଧିକ ଲୋକଙ୍କୁ ଭ୍ୟାକସିନ ଦିଆସରିଛି । ସେପଟେ ଦେଶରେ ମଧ୍ୟ କରୋନା ଭାଇରସ ବିରୁଦ୍ଧରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଜୁନ ୨୧ ତାରିଖ, ସୋମବାରଠୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୪୭ ଲକ୍ଷରୁ ଅଧିକ ଲୋକଙ୍କ ଟିକାକରଣ କରି ଏକ ନୂତନ ରେକର୍ଡ ସୃଷ୍ଟି ହୋଇଛି। ଅପରାହ୍ନ ୩ ଟା ସୁଦ୍ଧା ଭାରତରେ ୪୭.୫ ଲକ୍ଷ ଲୋକଙ୍କୁ କରୋନା ଟିକା ଦିଆଯାଇଥିଲା, ଯାହା ଏପର୍ଯ୍ୟନ୍ତ କୌଣସି ଦିନରେ ଦିଆଯାଇଥିବା ଟିକା ସଂଖ୍ୟାଠାରୁ ଅଧିକ।

corona vaccination
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+