ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ମିଳିବ ଶୀତକାଳୀନ ସହାୟତା

ହିତାଧିକାରୀଙ୍କୁ ମିଳିବ ଶୀତକାଳୀନ ସହାୟତା

ଭୁବନେଶ୍ୱର: ସାମାଜିକ ସୁରକ୍ଷା ହିତାଧିକାରୀ ମାନଙ୍କୁ ମିଳିବ ଶୀତକାଳୀନ ସହାୟତା । ରାଜ୍ୟ ସରକାରଙ୍କ ତରଫରୁ ପ୍ରତ୍ୟକ ହିତାଧିକାରୀଙ୍କୁ ଏକକାଳିନ ୩୦୦ ଟଙ୍କା ପ୍ରଦାନ କରାଯିବ । ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ୪୮ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ଡିସେମ୍ବର ମାସରେ ସିଧାସଳଖ ଏହି ଅର୍ଥ ଯମା କରାଯିବ ।

Odisha Govt

ରାଜ୍ୟ ସରକାର ସହାୟତା ବାବଦରେ ୧୪ କୋଟି ୬୨ ଲକ୍ଷ ଟଙ୍କା ମଞ୍ଜୁର କରିଥିବା ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ପୂର୍ବରୁ ହିତାଧୀକାରିଙ୍କୁ ଗ୍ରୀଷ୍ମକାଳୀନ ସହାୟତା ୧୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+