ଓଏଏସ୍‌ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର, ମୃଣାଳ କାନ୍ତି ଦାସ ସିଏଚଏସଇ ଅଧ୍ୟକ୍ଷ

ଓଡ଼ିଶା ସରକାର ଶନିବାର OAS ସ୍ତରରେ ପଦବିରେ ଅଦଳବଦଳ କରିଛନ୍ତି। ମୃଣାଳ କାନ୍ତି ଦାସଙ୍କୁ ନୂତନ CHSE ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଆଜି ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଦ୍ୱାରା ବିଜ୍ଞପ୍ତି ଜାରି କରାଯାଇଛି।ମୃଣାଳ କାନ୍ତି ଦାସଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ ) ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି । ସେ ପୂର୍ବରୁ ଏନଏଚଏମ ଭୁବନେଶ୍ବରର ଅତିରିକ୍ତ ନିର୍ଦ୍ଦେଶକ ଥିଲେ। ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି।

secretariat

ସେହିପରି ରାଜସ୍ୱ ବୋର୍ଡର ସ୍ୱତନ୍ତ୍ର ସଚିବ ବୀରେନ୍ଦ୍ର କୋରକୋରାଙ୍କୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଭାବରେ ବଦଳି କରାଯାଇଛି। ଏହା ସହିତ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ମନୋରଞ୍ଜନ ମଲ୍ଲିକଙ୍କୁ ଜିଏ ଏବଂ ପିଜି ବିଭାଗର ସ୍ୱତନ୍ତ୍ର ସଚିବ ଭାବରେ ବଦଳି କରାଯାଇଛି। ଝାରସୁଗୁଡ଼ାର ଜିଲ୍ଲା ପରିଷଦର CDO-କମ୍-EO ପ୍ରବୀର କୁମାର ନାୟକଙ୍କୁ ରାଜସ୍ୱ ବୋର୍ଡର ସଦସ୍ୟ ଅଧୀନରେ ଅତିରିକ୍ତ କମିଶନର ଭାବେ ନିଯୁକ୍ତି ଦିଆଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+