୮ଟି ନୂଆ ADJ କୋର୍ଟ ପାଇଁ ଆଇନ ବିଭାଗର ବିଜ୍ଞପ୍ତି ପ୍ରକାଶ

ଓଡ଼ିଶା ସରକାରଙ୍କ ଆଇନ ବିଭାଗ ରାଜ୍ୟରେ ନ୍ୟାୟ ସେବାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ୮ଟି ନୂଆ ଅତିରିକ୍ତ ଜିଲା ଓ ଦୌରା ଜଜ୍‌ (ଏଡିଜେ) କୋର୍ଟ ଏବଂ ୩ଟି ଭିଜିଲାନ୍ସ କୋର୍ଟ ପ୍ରତିଷ୍ଠା ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ପଦକ୍ଷେପ ନ୍ୟାୟ ବିତରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଓ ଦୁର୍ନୀତି ମାମଲାର ଶୀଘ୍ର ସମାଧାନ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

Odisha Govt

ବିଜ୍ଞପ୍ତି ଅନୁଯାୟୀ, ନୂଆ ଏଡିଜେ କୋର୍ଟଗୁଡ଼ିକ ବାଙ୍କୀ, ରଣପୁର, ବାଣପୁର, ବାସୁଦେବପୁର, ପିପିଲି, ତାଳଚେର, ରାଜଗାଙ୍ଗପୁର ଓ ଜି. ଉଦୟଗିରିରେ ପ୍ରତିଷ୍ଠା ହେବ। ଏହା ସହିତ, ଦୁର୍ନୀତି ମାମଲା ପାଇଁ ୩ଟି ନୂଆ ଭିଜିଲାନ୍ସ କୋର୍ଟ କେନ୍ଦ୍ରାପଡ଼ା, ନୟାଗଡ଼ ଓ ପୁରୀରେ ସ୍ଥାପନ କରାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+