ମଙ୍କିପକ୍ସ ପାଇଁ ଗାଇଡଲାଇନ୍ ଜାରି, ସତର୍କ କରାଇଲେ ରାଜ୍ୟ ସରକାର

Monkeypox News: ମଙ୍କିପକ୍ସ ପାଇଁ ଜାରି ହେଲା ଗାଇଡଲାଇନ୍ । ସମସ୍ତ ଜିଲ୍ଲା ସମେତ ବିମାନ ବନ୍ଦର ଅଥରୀଟିଙ୍କୁ ମଧ୍ୟ ଗାଇଡଲାଇନ୍ ଜାରି କରାଯାଇଛି । ଏନେଇ ସୂଚନା ଜାରି କରିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର । ତେବେ ଯଦି କେହି ମଙ୍କିପକ୍କ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ତେବେ ତାଙ୍କୁ ୨୧ ଦିନ ପର୍ଯ୍ୟନ୍ତ ଆଇସୋଲେଟ୍ ରହିବା ପାଇଁ ପଡିବ ଏବଂ ଏହା ପରେ ୨୧ ଦିନ ପରେ ଟେଷ୍ଟ କରାଯିବ ଏବଂ ନେଗେଟିଭ୍ ଆସିବା ପରେ ତାଙ୍କୁ ଛଡାଯିବା ନେଇ ସୂଚନା ରହିଛି ।

Odisha Govt Issues Guidelines For monkeypox

ସୂଚନା ଅନୁସାରେ, ଭାରତରେ ମକ୍ସିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା କମ ରହିଛି ହେଲେ ଆଗକୁ ସଂଖ୍ୟା ବୃଦ୍ଧି ପାଇପାରେ । ଯାହାକୁ ନେଇ ଆଗୁଆ ସତର୍କ କରାଯିବା ସହ ଗାଇଡଲାଇନ୍ ଜାରି କରାଯାଇଛି । ଯେଉଁ ମାନେ ଇଣ୍ଟରନ୍ୟାସନାଲ ଟ୍ରାଭେଲ କରୁଛନ୍ତି ଏବଂ କୌଣସି ମଙ୍କପକ୍ସ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସୁଛନ୍ତି ସେମାନଙ୍କୁ ତୁରନ୍ତ ଆଇଲୋଲେଟ୍ ରହିବା ପାଇଁ ଏବଂ ଟେଷ୍ଟ କରିବା ପାଇଁ ନିର୍ଦ୍ଦେଶ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+