ବଢିଲା କନିଷ୍ଠ ଶିକ୍ଷକଙ୍କ ପାରିଶ୍ରମିକ, ଉପକୃତ ହେବେ ୧୩ ହଜାର ୭୪୦ ଶିକ୍ଷକ

Odisha News: ରାଜ୍ୟ ସରକାରଙ୍କର ବଡ଼ ଘୋଷଣା । ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ପାରିଶ୍ରମିକ ବୃଦ୍ଧି କରାଯାଇଛି । ମାସିକ ପାରିଶ୍ରମିତକ ୧୧ ହଜାର ଟଙ୍କାରୁ ୧୬,୦୦୦ଟଙ୍କୁ ବୃଦ୍ଧି କରାଯାଇଛି । ଉପକୃତ ହେବେ ୧୩ ହଜାର ୭୪୦ ଶିକ୍ଷକ । ଏଥି ପାଇଁ ରାଜ୍ୟ ସରକାର ବହନ କରିବେ ଅତିରିକ୍ତ ୯୨ କୋଟି ୧୫ ଲକ୍ଷ ଟଙ୍କା ।ଏଥିସହିତ ଏହି ବର୍ଗର ଶିକ୍ଷକଙ୍କର ପିପିଏଫ ପରିମାଣ ମଧ୍ୟ ୧୪୪୩ ଟଙ୍କାରୁ ୧୯୫୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

Odisha Govt
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+