ରିଲିଫ କିଟରେ ବନ୍ୟା ବିପନ୍ନ ମହିଳାଙ୍କୁ ମିଳିବ ସାନିଟାରୀ ପ୍ୟାଡ୍‌

ବନ୍ୟା ବିପନ୍ନ ମହିଳାଙ୍କୁ ମାଗଣାରେ ସାନିଟାରୀ ନାପକିନ୍ ବାଣ୍ଟିଛନ୍ତି ରାଜ୍ୟ ସରକାର। ଏନେଇ ବନ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସ୍ୱତନ୍ତ୍ର ରିଲିଫ୍‌ କମିଶନର (SRC) ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ୱର: ବନ୍ୟା ବିପନ୍ନ ମହିଳାଙ୍କୁ ମାଗଣାରେ ସାନିଟାରୀ ନାପକିନ୍ ବାଣ୍ଟିଛନ୍ତି ରାଜ୍ୟ ସରକାର। ଏନେଇ ବନ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସ୍ୱତନ୍ତ୍ର ରିଲିଫ୍‌ କମିଶନର (SRC) ନିର୍ଦ୍ଦେଶ ଦେଇଛନ୍ତି ।

Sanitary Pad

ଅତ୍ୟାବଶ୍ୟକ ରିଲିଫ କିଟ୍ ଭାବେ ବନ୍ୟା ପ୍ରଭାବିତ ଅଞ୍ଚଳର ମହିଳାଙ୍କୁ ସାନିଟାରୀ ପ୍ୟାଡ୍ ବଣ୍ଟନ ନେଇ ଚିଠିରେ ଉଲ୍ଲେଖ ରହିଛି । ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରପଡ଼ା, ଜଗତସିଂହପୁର, ନୟାଗଡ଼, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ବୌଦ୍ଧ ଅଞ୍ଚଳରେ ସାନିଟାରୀ ପ୍ୟାଡ୍ ବଣ୍ଟାଯିବ । ବନ୍ୟା ପ୍ରପୀଡ଼ିତ ମହିଳାଙ୍କ ସମସ୍ୟା ନେଇ ଗତକାଲି ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା । ଏହା ପରେ ରିଲିଫ କିଟରେ ବନ୍ୟା ବିପନ୍ନ ମହିଳାଙ୍କୁ ସାନିଟାରୀ ପ୍ୟାଡ୍‌ ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+