OPSC ଓ OSSCରେ ନୂତନ ସଦସ୍ୟ ନିଯୁକ୍ତି ଦେଲେ ରାଜ୍ୟ ସରକାର

OPSC ଓ OSSCରେ ନୂତନ ସଦସ୍ୟ ନିଯୁକ୍ତ କଲେ ସରକାର। ଓଡ଼ିଶା ଲୋକ ସେବା ଆୟୋଗ(ଓପିଏସସି) ଏବଂ ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ (ଓଏସଏସସି)ର ୪ଜଣ ସଦସ୍ୟଙ୍କୁ ରାଜ୍ୟ ସରକାର ନିଯୁକ୍ତି ପ୍ରଦାନ କରିଛନ୍ତି। ପ୍ରଫେସର ମିହିର ପ୍ରସାଦ ମିଶ୍ର ହେଲେ ଓପିଏସସିର ନୂଆ ସଦସ୍ୟ ହୋଇଥିବାବେଳେ ସେ ପୁରୀ ଏସସିଏସ କଲେଜ ଅଧ୍ୟକ୍ଷ ଅଛନ୍ତି।

ସେହିପରି ଓଏଏସ ଉଦୟ ନାରାୟଣ ଦାସ ହେଲେ ଓପିଏସସିର ଅନ୍ୟତମ ସଦସ୍ୟ ଏବଂ ଜନଗଣନା ନିର୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ପ୍ରଫେସର ମିହିର ପ୍ରସାଦ ମିଶ୍ର ଏବଂ ଉଦୟ ନାରାୟଣ ଦାସଙ୍କୁ ୬ ବର୍ଷ ପାଇଁ ରାଜ୍ୟ ସରକାର ନିଯୁକ୍ତି ପ୍ରଦାନ କରିଛନ୍ତି।

odisha secreteriate

ଅପରପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଏସଏସସି ସଦସ୍ୟ ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସ ଡ.ଶ୍ରୁତି ଦାସଙ୍କୁ ନିଯୁକ୍ତି ଦେଇଛି। ସେହିପରି ଅବସରପ୍ରାପ୍ତ ଆଏଏସ ସୁଧାକର ବୁର୍ଗିଙ୍କୁ ଅନ୍ୟତମ ସଦସ୍ୟ ଭାବେ ନିଯୁକ୍ତ ଦିଆଯାଇଛି। ଓଏସଏସସି ଦୁଇ ସଦସ୍ୟଙ୍କ କାର୍ଯ୍ୟକାଳ ୫ ବଷ ରହିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+