Get Updates
Get notified of breaking news, exclusive insights, and must-see stories!

ଓଡ଼ିଶା ସରକାର ଆରମ୍ଭ କରିବେ ମାଗଣା ୟୁପିଏସସି କୋଚିଂ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ଓଡ଼ିଶା ସରକାର ୟୁପିଏସସି ଆଶାୟୀ ପ୍ରାର୍ଥୀଙ୍କ ପାଇଁ ମାଗଣା କୋଚିଂ ଆରମ୍ଭ କରିବାକୁ ଯାଉଛନ୍ତି । ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଛି । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ୫୦୦ ୟୁପିଏସସି ଆଶାୟୀ ପ୍ରାର୍ଥୀଙ୍କ ପାଇଁ ୧୧ ମାସର ମାଗଣା କୋଚିଂ (ପ୍ରିଲିମି ଓ ମେନ -ଜି ଏସ ଓ ଅପସନାଲ ) ଦିଆଯିବାକୁ ଘୋଷଣା କରାଯାଇଛି ।

ଇଛୁକ ପ୍ରାର୍ଥୀ ଗାଇଡଲାଇନରେ ଦିଆଯାଇଥିବା ଯୋଗ୍ୟତା ଅନୁଯାଇ ଉଚ୍ଚ ଶିକ୍ଷା ବିଭାଗ SAMS portal (www.samsodisha.gov.in ) ରେ ପ୍ରବେଶ ପରୀକ୍ଷା ବା ENTRACE ପାଇଁ ଆବେଦନ କରିପାରିବେ ।
ଯେଉଁ ପ୍ରାର୍ଥୀମାନେ 2025-26 ସେସନ (ଘରୋଇ କିମ୍ବା ଅଣଘରୋଇ଼) ପାଇଁ ଓଡ଼ିଶା ସରକାରଙ୍କ ମାଗଣା ୟୁପିଏସସି ସିଭିଲ ସର୍ଭିସେସ କୋଚିଂ ସ୍କିମରେ ପୂର୍ବରୁ ବିଜ୍ଞାପନ ତା-14.04.25 ଅନୁଯାଇ ଆବେଦନ କରିଛନ୍ତି , ସେମାନେ ଏବେ ତାଙ୍କର ମନୋନୀତ କୋଚିଂ ତରିକା ବାଛିପାରିବେ । ସେହି ପ୍ରାର୍ଥୀମାନଙ୍କ ଠାରୁ ନୂଆ ଆବେଦନ ପତ୍ର ଆବଶ୍ୟକ ନାହିଁ ।

Odisha government to start free UPSC coaching know full details

1. SAMS ୱେବସାଇଟରେ ସାଧାରଣ ଆବେଦନ ପତ୍ର (COMMON APPLICATION FORM ) ଉପଲବ୍ଧ ତାରିଖ - 03-06-2025 (12 Noon )

2. Online ରେ ଆବେଦନ ପତ୍ରର ଆବେଦନ କରିବା ଶେଷ ତାରିଖ -12-06-2025 (11.45 PM )

3. ଏଣ୍ଟ୍ରାନ୍ସ ପରୀକ୍ଷା କରିବା ପାଇଁ OCAC ଦ୍ୱାରା SSB କୁ ଆବେଦନପତ୍ର ଡାଟା ଦେବାର ସମୟ - ତା 15-06-2025

4. SSB ୱେବସାଇଟରେ ଆଡ଼ମିଟ କାର୍ଡ ଉପଲବ୍ଧ ତାରିଖ- 01-07-2025 Onwards

5. ଏଣ୍ଟ୍ରାନ୍ସ ପରୀକ୍ଷା ତାରିଖ - 06-07-2025

ଅଧିକ ବିବରଣୀ ପାଇଁ :

www.dhe.odisha.gov.in &www.samsodisha.gov.in

Contact Details :

Helpdesk@0674-2954600, E-mail : [email protected]

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+