ବିଡିଓ ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ସରକାର; ବଦଳିଲେ ୪୩ ବିଡିଓ
ବିଡିଓ ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ସରକାର । ମୋଟ ୪୩ ଜଣ ବିଡିଓଙ୍କ ଅଦଳ ବଦଳ କଲେ ରାଜ୍ୟ ସରକାର । ଚନ୍ଦ୍ରମଣି ନାଗଙ୍କୁ ରାଜବଡ଼ାସମ୍ବରରୁ ଟିଟିଲାଗଡ଼ ବଦଳି କରାଯାଇଛି। ସେହିପରି ଆକାଶ ପଣ୍ଡା ଆଠଗଡ଼ ବିଡିଓ ହୋଇଛନ୍ତି। ରାହୁଲ ମଣ୍ଡଳଙ୍କୁ ଢେଙ୍କାନାଳ ସଦର ର ବିଡିଓ କରାଯାଇଛି। ସାଗର ଚନ୍ଦ୍ର ମୁର୍ମୁ ମୟୂରଭଞ୍ଜର ବିଷୋଇ ବ୍ଲକର BDO ହୋଇଛନ୍ତି। କଲ୍ୟାଣ ସୌରଭ ଦାଶ ହିନ୍ଦୋଳର ବିଡିଓ ହୋଇଥିବାବେଳେ ଅବନ୍ତିକା ସାହୁ ଯାଜପୁର କୋରେଇର ବିଡିଓ ହୋଇଛନ୍ତି।

ସେଥିମଧ୍ୟରେ ଚାରି ଜଣଙ୍କୁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଅଧିକାରୀ ଭାବେ ନିଯୁକ୍ତି ମିଳିଛି। ସେମାନେ ହେଲେ ପ୍ରିୟବ୍ରତ ପାଢୀ, ପ୍ରଫୁଲ ସ୍ବାଇଁ ଏବଂ ବବିତାରାଣୀ ଦଳବେହେରା ଏବଂ ରଶ୍ମୀରଂଜନ ସାହୁ।
ସେହିପରି ରଶ୍ମିରେଖା ପ୍ରଧାନଙ୍କୁ ବିଏମସି ଡେପୁଟି କମିଶନର ଭାବେ ନିଯୁକ୍ତି ମିଳିଥିବା ବେଳେ ତ୍ରିଲୋଚନ ପାତ୍ରଙ୍କୁ ଅବକାରୀ ବିଭାଗର ଯୁଗ୍ନ ସଚିବ ଭାବେ ନିଯୁକ୍ତି ମିଳିଛି। ତେବେ ଖୁବ ଶିଘ୍ର ବିଡିଓ ସ୍ତରରେ ମଧ୍ୟ ବଡ ଧରଣର ଅଦଳବଦଳ ହେବ ବୋଲି ଜଣାପଡିଛି।
କିଏ କୋଉଠିକୁ ବଦଳିଲେ ?
୧)ଚନ୍ଦ୍ରମଣି ନାଗ-(ଥିଲେ) ରାଜଭୋରାସମ୍ବର,ବରଗଡ-(ହେଲେ) ଟିଟିଲାଗଡ,ବଲାଙ୍ଗିର
୨)ଶୁସାନ୍ତ କୁମାର ରଣା-(ଥିଲେ) ଟିଟିଲାଗଡ,ବଲାଙ୍ଗିର-(ହେଲେ) ଭୋଡେନ,ନୂଆପଡା
୩)ପ୍ରିୟରଞ୍ଜନ କୁମାର-(ଥିଲେ) ଭୋଡେନ,ନୂଆପଡା-(ହେଲେ) ଦେଓଗାଁ,ବଲାଙ୍ଗିର
୪)ରାହୁଲ ମଣ୍ଡଳ-(ଥିଲେ) ନିଳଗିର, ବାଲେଶ୍ୱର-(ହେଲେ)-ଢେଙ୍କାନାଳ ସଦର, ଢେଙ୍କାନାଳ
୫)ଆୟୁଷ ମହାପାତ୍ର-(ଥିଲେ) ଢେଙ୍କାନାଳ ସଦର, ଢେଙ୍କାନାଳ-(ହେଲେ)-ଭୁବନ, ଢେଙ୍କାନାଳ
୬)କଲ୍ୟାନ ସୌରଭ ଦାଶ-(ଥିଲେ) ଭୁବନ, ଢେଙ୍କାନାଳ-(ହେଲେ)-ହିନ୍ଦୋଳ,ଢେଙ୍କାନାଳ
୭)ସୁମନ ସୁଧା କୁଣ୍ଡୁ-(ଥିଲେ)-ପାତ୍ରପୁର,ଗଞ୍ଜାମ-(ହେଲେ)-ଗୁମ୍ମା,ଗଜପତି
୮)ଆକାଶ କୁମାର ପଣ୍ଡା-(ଥିଲେ)- ଗୁମ୍ମା,ଗଜପତି-(ହେଲେ)-ଆଠଗଡ,କଟକ
୯)ସନ୍ତୋଷ କୁମାର ଜେନା-(ଥିଲେ)-ବୁଗୁଡା,ଗଞ୍ଜାମ-(ହେଲେ)-ମାହାଙ୍ଗା,କଟକ
୧୦)ଧନାଇ ଚରଣ ଟୁଡୁ-(ଥିଲେ)-ନାକଟିଦେଉଳ,ସମ୍ବଲପୁର-(ହେଲେ)-କୁସୁମି,ମୟୂରଭଞ୍ଜ
୧୧)ଶ୍ୟାମନିଧି ଭୋୟୀ-(ଥିଲେ)-ଦେଓଗାଁ,ବଲାଙ୍ଗିର-(ହେଲେ)- ନାକଟିଦେଉଳ,ସମ୍ବଲପୁର
୧୨)ସ୍ୱଦୀପ କୁମାର ଟୋପୋ-(ଥିଲେ)- କୁସୁମି,ମୟୂରଭଞ୍ଜ-(ହେଲେ)-ସୁବ୍ଦେଗା,ସୁନ୍ଦରଗଡ
୧୩)ସାଗର ଚନ୍ଦ୍ର ମୁର୍ମୁ-(ଥିଲେ)- ସୁବ୍ଦେଗା,ସୁନ୍ଦରଗଡ-(ହେଲେ)-ବିସୋଇ,ମୟୂରଭଞ୍ଜ
୧୪)ରେସ୍ମା ଟେଟେ-(ଥିଲେ)-ଟାଙ୍ଗି,ଖୋର୍ଦ୍ଧା-(ହେଲେ)-ସୁକିନ୍ଦା,ଯାଜପୁର
୧୫)ଅବନିକାନ୍ତ ସାହୁ-(ଥିଲେ)-ରସୁଲପୁର,ଯାଜପୁର-(ହେଲେ)-କୋରେଇ,ଯାଜପୁର
୧୬)ଅଶୋକ କୁମାର ମାଝୀ-(ଥିଲେ)- କୋରେଇ,ଯାଜପୁର-(ହେଲେ)-କୋଲାବିରା,ଝାରସୁଗୁଡା
୧୭)ମାଧବ ଚନ୍ଦ୍ର ବିରୁଆ-(ଥିଲେ)-ସାହାରପଡା,କେନ୍ଦୁଝର-(ହେଲେ)-ଯଶିପୁର,ମୟୂରଭଞ୍ଜ
୧୮)ବିରସେନ ବେହେରା-(ଥିଲେ)-ଖରିଆର,ନୂଆପଡା-(ହେଲେ)-ଟାଙ୍ଗରାପଲ୍ଲୀ,ସୁନ୍ଦରଗଡ
୧୯)ମଳୟ କୁମାର ନାୟକ-(ଥିଲେ)-ବ୍ରହ୍ମଗିରି,ପୁରୀ-(ହେଲେ)-ହରିଚନ୍ଦନପୁର,କେନ୍ଦୁଝର
୨୦)ରିପୁନାଥ ସୁନା-(ଥିଲେ)-ନର୍ଲା,କଳାହାଣ୍ଡି-(ହେଲେ)-ଅତ୍ତାବିରା,ବରଗଡ
୨୧)ପୃଥ୍ୱୀରାଜ ପରୀଡା-(ଥିଲେ)-ରାଜକନିକା,କେନ୍ଦ୍ରାପଡା-(ହେଲେ)-ଗୋପବନ୍ଧୁନଗର,ମୟୂରଭଞ୍ଜ
୨୨)ଗୋର୍ଗେ ଡୁଙ୍ଗଡୁଙ୍ଗ-(ଥିଲେ)-ଖୁଉରିପଦା,କନ୍ଧମାଳ-(ହେଲେ)-ଲିଇକେରା,ଝାରସୁଗୁଡା
୨୩)ମନ୍ମଥ ନାଥ ମଲ୍ଲିକ-(ଥିଲେ)-କେ.ନୂଆଗାଁ,କନ୍ଧମାଳ-(ହେଲେ)-ଜଗନ୍ନାଥପ୍ରସାଦ,ଗଞ୍ଜାମ
୨୪)ଅନିଲ କୁମାର କୁଲ୍ଲୁ-(ଥିଲେ)-ତରଭା,ସୁବର୍ଣ୍ଣପୁର-(ହେଲେ)-ଧାନ୍କୁଡା,ସମ୍ବଲପୁର
୨୫)ଜୟନ୍ତ ସାହୁ-(ଥିଲେ)- ଧାନ୍କୁଡା,ସମ୍ବଲପୁର-(ହେଲେ)-କୁଚିଣ୍ଡା, ସମ୍ବଲପୁର
୨୬)ପ୍ରିତମ କୁମାର ତନ୍ତୀ-(ଥିଲେ)-ମୁନିଗୁଡା,ରାୟଗଡା-(ହେଲେ)-ରେଙ୍ଗାଲି,ସମ୍ବଲପୁର
୨୭)କୁଷ୍ଣଚନ୍ଦ୍ର ଦଳପତି-(ଥିଲେ)- ରେଙ୍ଗାଲି,ସମ୍ବଲପୁର-(ହେଲେ)- ମୁନିଗୁଡା,ରାୟଗଡା
୨୮)ଅମୃତ କୁମାର ରାଉଲ-(ଥିଲେ)-କାଶିପୁର, ରାୟଗଡା-(ହେଲେ)-ନୂଆଁଗାଁ,ନୟାଗଡ
୨୯)ପ୍ରଦୀପ କୁମାର ସେଠୀ-(ଥିଲେ)- ବନ୍ତ,ଭଦ୍ରକ-(ହେଲେ)- ଦାନଗଦି,ଯାଜପୁର
୩୦)ଅନନ୍ତ କୁମାର ହାସଂଦା-(ଥିଲେ)-ଖଇରା,ବାଲେଶ୍ୱର-(ହେଲେ)-ରାସଗୋବିନ୍ଦପୁର,ମୟୂରଭଞ୍ଜ
୩୧)ସମ୍ବିତ କୁମାର କର-(ଥିଲେ)-ସିମୁଳିଆ,ବାଲେଶ୍ୱର-(ହେଲେ)-ତରବା,ସୁବର୍ଣ୍ଣପୁର
୩୨)ଗୁରେଶ୍ୱର ଭୋଇ-(ଥିଲେ)-ଲକ୍ଷ୍ମୀପୁର,କୋରାପୁଟ-(ହେଲେ)-ଗୁଡ୍ଭେଲା,ବଲାଙ୍ଗିର
୩୩)ନିଶାନ ମିଶ୍ର-(ଥିଲେ)-ରାଜନଗର,କେନ୍ଦ୍ରାପଡା-(ହେଲେ)-ପାଲଲହଡା,ଅନୁଗୁଳ
୩୪)ଦାଶରଥି ଜେନା-(ଥିଲେ)-ଡେରାବିସ,କେନ୍ଦ୍ରାପଡା-(ହେଲେ)-ଏରସମା,ଜଗତସିଂହପୁର
୩୫)ଅକ୍ଷୟ କୁମାର ମଲ୍ଲିକ-(ଥିଲେ)-ଚନ୍ଦ୍ରପୁର, ରାୟଗଡା-(ହେଲେ)- ବାଲିଗୁଡା,କନ୍ଧମାଳ
୩୬)ପ୍ରୀତି ରଞ୍ଜନ ରଥ-(ଥିଲେ)-ଉମରକୋଟ,ନବରଙ୍ଗବପୁର-(ହେଲେ)-ଦାରିଙ୍ଗବାଡି,କନ୍ଧମାଳ
୩୭)ସୌଭାଗ୍ୟ ବେହେରା-(ଥିଲେ)-ଆଠମଲ୍ଲୀ,ଅନୁଗୁଳ-(ହେଲେ)-ପରଜଙ୍ଗା,ଢେଙ୍କାନାଳ
୩୮)ସୁଶ୍ରୀ ସାଗରିକା ସଡଙ୍ଗୀ-(ଥିଲେ)-କବିସୂର୍ଯ୍ୟନଗର,ଗଞ୍ଜାମ-(ହେଲେ)-ଭାପୁର,ନୟାଗଡ
୩୯)ହିମାଞ୍ଚଳ ମାଝୀ-(ଥିଲେ)-ମାଥିଲି,ମାଲକାନାଗିରି-(ହେଲେ)- କୋକ୍ସରା,କଳାହାଣ୍ଡା
୪୦)ପୁନମ ରାଉତ-(ଥିଲେ)-ଜଳେଶ୍ୱର,ବାଲେଶ୍ୱର-(ହେଲେ)-ବାଲିଆପାଳ,ବାଲେଶ୍ୱର
୪୧)ବିନୋଦ ଚନ୍ଦ୍ର ପଣ୍ଡା-(ଥିଲେ)- ବାଲିଆପାଳ,ବାଲେଶ୍ୱର-(ହେଲେ)- ଜଳେଶ୍ୱର,ବାଲେଶ୍ୱର
୪୨)ସମ୍ବୀତ ଶତପଥି-(ଥିଲେ)-ପୁରୀ ସଦର,ପୁରୀ-(ହେଲେ)-କୃଷ୍ଣପ୍ରସାଦ,ପୁରୀ
୪୩)ତପନ କୁମାର ସେନାପତି(ଥିଲେ)-ତିର୍ତୋଲ,ଜଗତସିଂହପୁର-(ହେଲେ)-ମାଲକାନାଗିରି ବ୍ଲକ,ମାଲକାନାଗିରି
୩ ଜଣ ବ୍ଲକ ଡେଭ୍ଲୋମେଣ୍ଟ ଅଧିକାରୀଙ୍କୁ ରେଭିନ୍ୟୁ ଏବଂ ଡିମଏମ୍ ବିଭାଗକୁ ବଦଳି କରାଯାଇଛି। ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜାରି ବିଜ୍ଞପ୍ତି ଅନୁସାରେ..
୧) ପ୍ରଜ୍ଞାପ୍ରିୟଦର୍ଶନୀ -(ଥିଲେ) ବେଗୁନିଆପଡ଼ା, ଗଞ୍ଜାମ - (ହେଲେ)ଓଏସ୍ଡି ପିଆର୍ ଏବଂ ଡିଡବ୍ଲୁ ବିଭାଗ
୨) ଲମ୍ବୋଧର ଖୁଣ୍ଟିଆ - (ଥିଲେ) ଏରସମା, ଜଗତସିଂହପୁର - (ହେଲେ) ଆର୍ ଏବଂ ଡିଏମ୍ ବିଭାଗ
୩) ବିଶ୍ୱରଞ୍ଜନ ବିଶ୍ୱାସ - (ଥିଲେ) ମାହାଙ୍ଗା ବିଡିଓ - (ହେଲେ) ଆର୍ ଏବଂ ଡିଏମ୍ ବିଭାଗ












Click it and Unblock the Notifications