ବିଗତ ୧୨ ବର୍ଷ ମଧ୍ୟରେ ରାଜ୍ୟରେ ୩୧ଟି ନୂଆ ଯୋଜନା ଲାଗୁ କରିଛନ୍ତି ସରକାର

ବିଗତ ୧୨ ବର୍ଷ ମଧ୍ୟରେ ରାଜ୍ୟରେ ୩୧ଟି ନୂଆ ଯୋଜନା ଲାଗୁ କରିଛନ୍ତି ସରକାର । ବିଧାନସଭାରେ ଗୁରୁବାର ରାଜ୍ୟ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଏହି ହିସାବ ଦେଇଛନ୍ତି ।

ଭୁବନେଶ୍ବର: ବିଗତ ୧୨ ବର୍ଷ ମଧ୍ୟରେ ରାଜ୍ୟରେ ୩୧ଟି ନୂଆ ଯୋଜନା ଲାଗୁ କରିଛନ୍ତି ସରକାର । ବିଧାନସଭାରେ ଗୁରୁବାର ରାଜ୍ୟ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଏହି ହିସାବ ଦେଇଛନ୍ତି । ସମାଜର ପ୍ରତିଟି ବର୍ଗର ଲୋକ ସରକାର ଆଣିଥିବା ବିଭିନ୍ନ ଯୋଜନା ଦ୍ୱାରା ଉପକୃତ ହେଉଛନ୍ତି । ଆଉ ଏହି ଯୋଜନା ପ୍ରଣୟନ କ୍ଷେତ୍ରରେ ରାଜ୍ୟ ସରକାର ମଧ୍ୟ ବେଶ ଆଗରେ ରହିଛନ୍ତି ବୋଲି ସେ କହିଛନ୍ତି ।

ଦେଖନ୍ତୁ ୩୧ଟି ନୂଆ ଯୋଜନାର ତାଲିକ:

Odisha Assembly

ଗୃହରେ ବିଜେପି ବିଧାୟକ ଭବାନୀ ଶଙ୍କର ଭୋଇଙ୍କ ପ୍ରଶ୍ନରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ରାଜ୍ୟ ସରକାର ୨୦୧୦ରୁ ୨୦୨୨ ମଧ୍ୟରେ ୩୧ ଗୋଟି ନୂଆ ଯୋଜନା ଲାଗୁ କରିଛନ୍ତି। ୨୦୧୭ ଓ ୨୦୧୮ ମସିହାରେ ରାଜ୍ୟ ସରକାର ସର୍ବାଧିକ ୧୬ ଗୋଟି ଯୋଜନା ଲାଗୁ କରିଥିଲେ। ଏହି ୧୬ ଗୋଟି ଯୋଜନା ମଧ୍ୟରୁ କିଛି ଯୋଜନା ୨୦୧୯ ସାଧାରଣ ନିର୍ବାଚନ ପରେ ବନ୍ଦ ଓ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଥିବା ବେଳେ ଆଉ କିଛି ଯୋଜନାର ସର୍ତ୍ତାବଳୀ ପରିବର୍ତ୍ତନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+