ଡିଜିଟାଲ ଗଭର୍ଣ୍ଣାନ୍ସରେ ସୁଧାର ଆଣିଲେ ଓଡ଼ିଶା ସରକାର, ସ୍ବଦେଶୀ ଇମେଲ ବ୍ୟବହାର କରିବେ ସରକାରୀ କର୍ମଚାରୀ
ଡିଜିଟାଲ ଗଭର୍ଣ୍ଣାନ୍ସରେ ସୁଧାର ଆଣିଲେ ଓଡ଼ିଶା ସରକାର । ଏଣିକି ସ୍ବଦେଶୀ ଇମେଲ ବ୍ୟବହାର କରିବେ ସରକାରୀ କର୍ମଚାରୀ । ଓକାକ୍ ପକ୍ଷରୁ ଏହି 'ଆଳାପ' ଆପ୍କୁ ଡେଭଲପ୍ କରାଯାଇଛି । ଭିଡିଓ କନ୍ଫରେନ୍ସିଂ ସହିତ ଇମେଲ ପଠାଇବା ପାଇଁ ଆଳାପର ବ୍ୟବହାର । ସ୍ବଦେଶୀ ଆପର ବ୍ୟବହାର ଦ୍ବାରା ଡାଟା ଚୋରିର ଭୟ ରହିବ ନାହଁ । ଏହି ଆପର ବ୍ୟବହାର ପାଇଁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ନିର୍ଦ୍ଦେଶନାମା ।













Click it and Unblock the Notifications