Get Updates
Get notified of breaking news, exclusive insights, and must-see stories!

ବଢିଲା ଆଂଶିକ ଲକଡାଉନ: ଅଗଷ୍ଟ ୧ ଯାଏଁ ରାଜ୍ୟରେ ବୃଦ୍ଧି ହେଲ କରୋନା କଟକଣା

ରାଜ୍ୟରେ ନୂଆ କରୋନା ଗାଇଡଲାଇନ୍ ଘୋଷଣା କଲେ ମୁଖ୍ୟ ସଚିବ । ଅଗଷ୍ଟ ୧ ଯାଏଁ ରାଜ୍ୟରେ ବଢିଲା ଆଂଶିକ ଲକଡାଉନ୍ ।

ଭୁବନେଶ୍ୱର: ରାଜ୍ୟରେ ନୂଆ କରୋନା ଗାଇଡଲାଇନ୍ ଘୋଷଣା କଲେ ମୁଖ୍ୟ ସଚିବ । ଅଗଷ୍ଟ ୧ ଯାଏଁ ରାଜ୍ୟରେ ବଢିଲା ଆଂଶିକ ଲକଡାଉନ୍ । ପରିସ୍ଥିତି ଏଯାଏଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ ବୋଲି କହିଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

ଆଂଶିକ ଲକଡାଉନ

ତେବେ କାଟେଗୋରୀ ଏରେ ୨୦ ଓ ବି ରେ ୧୦ ଜିଲ୍ଲା ପୂର୍ବ ପରି ରହିଲା । କାଟେଗୋରୀ ଏ ରେ ରାତି ୮ଟା ଯାଏଁ ଖୋଲିବ ଦୋକାନ ବଜାର । କାଟେଗୋରୀ ବିରେ ସଂଧ୍ୟା ୫ଟା ଯାଏ ଖୋଲିବ ଦୋକାନ ବଜାର । ସେହପରି କାଟାଗୋରୀ ଏ ରେ ରାତି ୮ଟାରୁ ସକାଳ ୬ଟା ଯାଏଁ ନାଇଟ କର୍ଫୁ ଲାଗୁ ହେବ ।

ସବୁଠାରୁ ବଡକଥା ହେଉଛି ଖୋଲିବ ଜିମ୍-ବିୟୁଟି ପାର୍ଲର । ସମଗ୍ର ରାଜ୍ୟରେ ବସ୍ ଚଳାଚଳ କରିବ । ଟ୍ୟାକ୍ସି-ଅଟୋ ବି ସବୁ ଜିଲ୍ଲାରେ ଚାଲିବ । ଆଉଟଡୋର ସୁଟିଂକୁ ଅନୁମତି ମିଳିଛି । ପାର୍କ, ମଲ, ସିନେମା ହଲ, ବାର୍ ବନ୍ଦ ରହିବ । ସ୍କୁଲ, କୋଚିଂ ସେଣ୍ଟର ମଧ୍ୟ ବନ୍ଦ ରହିବ । ରେଷ୍ଟୁରାଣ୍ଟ ଉଠା ଦୋକାନୀ କେବଳ ପାର୍ସଲ ଦେବେ , ସେଠାରେ ବସିକି କେହି ଖାଇପାରିବେ ନାହିଁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+