ରାଜ୍ୟରେ ରହୁଛି ଅଣ୍ତା ଅଭାବ, ଦୈନିକ ୩ କୋଟି ଅଣ୍ଡାର ଆବଶ୍ୟକତା ରହିଛି

Odisha News: ବିଧାନସଭାରେ ପ୍ରଶ୍ନକାଳ ସମୟରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି, ରାଜ୍ୟରେ ଅଣ୍ତାର ଅଭାବ ରହୁଛି । ଦୈନିକ ୩ କୋଟି ଅଣ୍ତାର ଆବଶ୍ୟକତା ରହିଛି ଏକ କୋଟି ୧୦ ହଜାର ଅଣ୍ତା ଦୈନିକ ଉତ୍ପାଦନ ରାଜ୍ୟରେ ହେଉଛି । ସେହିପରି ରାଜ୍ୟରେ ଆହୁରି ୧ କୋଟି ୯୦ ଲକ୍ଷ ଆବଶ୍ୟକ ରହିଛି । ରାଜ୍ୟରେ ଅଣ୍ତା ଅଭାବ ଦୂର କରିବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଅଣ୍ତା ଉତ୍ପାଦନ କରିବା ପାଇଁ ସରକାର ଯୋଜନା କରୁଛନ୍ତି ।

Odisha News
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+