Dhamnagar Bypoll Results Live Updates: ଆସିଲା ଧାମନଗର ଉପନିର୍ବାଚନ ଫଳାଫଳ, ୯୭୪୨ ଖଣ୍ଡ ଭୋଟରେ ବିଜୟୀ ହେଲେ ସୂର୍ଯ୍ୟବଂଶୀ
ଶେଷ ହେଲା ଗଣତି, ଆସିଲା ଧାମନଗର ରାୟ । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୯୭୪୨ ଭୋଟରେ ହେଲେ ବିଜୟୀ ।
Dhamnagar Bypoll Results Live Updates: ଶେଷ ହେଲା ଗଣତି, ଆସିଲା ଧାମନଗର ରାୟ । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୯୭୪୨ ଭୋଟରେ ହେଲେ ବିଜୟୀ । ସୂର୍ଯ୍ୟବଂଶୀଙ୍କୁ ମିଳିଲା ୭୯,୮୪୯ ଭୋଟ୍ । ସେହିପରି ବିଜେଡି ପ୍ରାର୍ଥୀନି ଅବନ୍ତି ଦାସଙ୍କୁ 70288 ଖଣ୍ଡ ଭୋଟ୍ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣଙ୍କୁ 3533 ଖଣ୍ଡ ମିଳିଛି । ଅନ୍ୟପଟେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ 8108 ଖଣ୍ଡ ଭୋଟ୍ ମିଳିଛି ।

READ MORE





















Click it and Unblock the Notifications