ଦକ୍ଷିଣ ପଶ୍ଚିମ ବଙ୍ଗେପସାଗରରେ ଲଘୁଚାପ: ୨୩ରେ ବାଂଲାଦେଶ ଛୁଇଁବ ବାତ୍ୟା

ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ବିଷୁବରେଖା ପାଶ୍ୱବର୍ତୀ ଭାରତ ମହାସାଗର ଓ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ।

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ବିଷୁବରେଖା ପାଶ୍ୱବର୍ତୀ ଭାରତ ମହାସାଗର ଓ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଆସନ୍ତା 19 ତାରିଖରେ ଉତ୍ତର-ପୂର୍ବ ଦିଗକୁ ଗତି କରିବ ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନରରେ ୱେଲ୍ଡମାର୍କ ଲୋ-ପ୍ରେସରେ ପରିଣତ ହେବ । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Odisha Cyclone Update

ପରେ,ଏହା ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ଆଡକୁ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। 20 ମାର୍ଚ୍ଚ ସକାଳ ସୁଦ୍ଧା ଏହା ଡିପ୍ରେସନ୍ ଏବଂ 21 ମାର୍ଚ୍ଚରେ ଏକ ଘୂର୍ଣ୍ଣିଝଡ଼ରେ ପରିଣତ ହେବ । ଏହା ପରେ 22 ମାର୍ଚ୍ଚରେ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ 23 ମାର୍ଚ୍ଚ ସକାଳ ସୁଦ୍ଧା ବାଂଲାଦେଶ ନିକଟରେ ଏବଂ ଉତ୍ତର ମିଆଁମାର ଉପକୂଳରେ ସ୍ଥାଳ ଭାଗ ଛୁଇଁବ ବାତ୍ୟା ।

ଓଡ଼ିଶା ଉପରେ ଏହି ବାତ୍ୟାର କୌଣସି ପ୍ରଭାବ ପଡ଼ିବ ନାହିଁ । ଏପରିକି ପବନ କି ବର୍ଷା ହେବନି ବୋଲି କହିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+