ରାଜ୍ୟରେ ୨୪ ଘଣ୍ଟାରେ ୧୭୫ ସଂକ୍ରମିତ ଚିହ୍ନଟ

ଦୁଇ ଶହ ତଳକୁ ଖସିଲା ସଂକ୍ରମଣ ସଂଖ୍ୟା ,ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟାକମିବାରେ ଲାଗିଛି ,ରାଜ୍ୟରେ ୨୪ ଘଣ୍ଟାରେ ୧୭୫ ସଂକ୍ରମିତ ଚିହ୍ନଟ ,୧୩ ଜଣ ୧୮ ବର୍ଷରୁ କମ ବୟସର ସଂକ୍ରମିତ ଚିହ୍ନଟ

Corona Update:ରାଜ୍ୟରେ ତଳ ମୁହାଁ କରୋନା ଗ୍ରାଫ୍ । ଦୁଇ ଶହ ତଳକୁ ଖସିଲା ସଂକ୍ରମଣ ସଂଖ୍ୟା । ରାଜ୍ୟରେ ୨୪ ଘଣ୍ଟାରେ ୧୭୪ ଜଣ କରୋନା ସଂକ୍ରମିତ ଚିହ୍ନଟ । ଚିହ୍ନଟ ମଧ୍ୟରୁ ୧୮ ବର୍ଷରୁ କମ ବର୍ଗର ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଙ୍ଗରୋଧ କେନ୍ଦ୍ରରୁ ୧୦୨ ଜଣ କରୋମା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ସ୍ଥାନୀୟ ସଂକ୍ରମଣରୁ ୭୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ରାଜ୍ୟର ୨୬ଟି ଜିଲ୍ଲାରୁ ୧୭୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

odisha.corona

ଖୋର୍ଦ୍ଧାରୁ ସର୍ବାଧିକ ୫୫ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ,ପୁରୀରୁ ୯ ଜଣ ,କଟକରୁ ୨୦ଜଣ ,ଅନୁଗୁଳରୁ ୧, ବାଲେଶ୍ୱରରୁ ୪,ବରଗଡ଼ରୁ ୧,ଭଦ୍ରକରୁ ୨,ବଲାଙ୍ଗୀରରୁ ୧ ଜଣ,ବୌଦ୍ଧରୁ ୩, କଟକରୁ ୨୦ ଜଣ,ଦେବଗଡ଼ରୁ ୩, ଗଞ୍ଜାମରୁ ୨, ଜଗତସିଂହପୁରରୁ ୩ ଜଣ, ଯାଜପୁରରୁ ୬ ଜଣ,ଝାରସୁଗୁଡ଼ାରୁ ୧, କଳାହାଣ୍ଡି ଜିଲ୍ଲାରୁ ୨ ଜଣ, କନ୍ଧମାଳରୁ ୧ ଜଣ, କେନ୍ଦ୍ରାପଡ଼ାରୁ ୫, ଖୋର୍ଦ୍ଧା ଜିଲ୍ଲାରୁ ୫୫,କୋରାପୁଟରୁ ୧, ମାଲକାନଗିରିରୁ ୧,ମୟୂରଭଞ୍ଜରୁ ୮ ଜଣ, ନବରଙ୍ଗପୁରରୁ ୫ ଜଣ, ନୟାଗଡ଼ ଜିଲ୍ଲାରୁ ୭ ଜଣ, ନୂଆପଡ଼ାରୁ ୫, ପୁରୀରୁ ୯ ଜଣ,ରାୟଗଡ଼ାରୁ ୪, ସମ୍ବଲପୁରରୁ ୧ ଜଣ, ସୁନ୍ଦରଗଡ଼ରୁ ୧୦ ଜଣ ପିଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟପୁଲରୁ ୧୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩,୨୮,୨୪୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୭୩୪ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ସେହିପରି ୧୩,୧୭,୨୭୮ ଜଣ ସୁସ୍ଥ ହୋଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+