ଆଜି ପୁଣି ୧୧ ହଜାରରୁ ଅଧିକ ପଜିଟିଭ, ଖୋର୍ଦ୍ଧାରୁ ସର୍ବାଧିକ
ଆଜି ବି ରାଜ୍ୟରେ ୨୪ ଘଣ୍ଟାରେ ୧୧ ହଜାର ୪୯୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟ କ୍ୱାରେଣ୍ଟାଇନରୁ ୬୪୩୯ ଜଣ ଓ ଲୋକାଲ କେସ୍ ୫୦୫୯ ଜଣ ରହିଛନ୍ତି ।
ଭୁବନେଶ୍ୱର: ଆଜି ବି ରାଜ୍ୟରେ ୨୪ ଘଣ୍ଟାରେ ୧୧ ହଜାର ୪୯୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟ କ୍ୱାରେଣ୍ଟାଇନରୁ ୬୪୩୯ ଜଣ ଓ ଲୋକାଲ କେସ୍ ୫୦୫୯ ଜଣ ରହିଛନ୍ତି ।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୪୯୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ କଟକରୁ ୧୧୦୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୮୬୭, ସୁନ୍ଦରଗଡ଼ରୁ ୭୦୩, ମୟୂରଭଞ୍ଜରୁ ୫୩୮, ବାଲେଶ୍ୱରରୁ ୫୨୪, ପୁରୀରୁ ୪୨୪ ବରଗଡ଼ରୁ ୩୯୫, ସମ୍ବଲପୁରରୁ ୩୯୩, ନୟାଗଡ଼ରୁ ୩୮୨, ଯାଜପୁରରୁ ୩୭୮, ଜଗତସିଂହପୁରରୁ ୩୨୫, ବୌଦ୍ଧରୁ ୩୧୩, ବଲାଙ୍ଗିରରୁ ୨୯୪, କୋରାପୁଟରୁ ୨୬୬ ଜଣ ଚିହ୍ନଟ ହୋଇଛନ୍ତି।
Covid-19 Report For 19th May
New Positive Cases: 11498
In quarantine: 6439
Local contacts: 5059(Details of local contacts will be shared by concerned Dist Administration)
District Wise Cases:
1. Angul: 867
— I & PR Department, Odisha (@IPR_Odisha) May 20, 2021
2. Balasore: 524
3. Bargarh: 395
4. Bhadrak: 134
5. Balangir: 294
ସେହିଭଳି ଢେଙ୍କାନାଳରୁ ୨୫୧ ଜଣ, ଝାରସୁଗୁଡ଼ାରୁ ୨୪୭, ରାୟଗଡ଼ାରୁ ୨୩୩, ଗଞ୍ଜାମରୁ ୨୨୮, ସୁବର୍ଣ୍ଣପୁରରୁ ୨୨୭, କଳାହାଣ୍ଡିରୁ ୨୦୫, କେନ୍ଦ୍ରାପଡ଼ାରୁ ୨୦୪, କେନ୍ଦୁଝରରୁ ୧୯୩, କୋରାପୁଟରୁ ୨୬୬, ଓ ଷ୍ଟେଟପୁଲରୁ ୨୬୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
6. Boudh: 313
— I & PR Department, Odisha (@IPR_Odisha) May 20, 2021
7. Cuttack: 1107
8. Deogarh: 114
9. Dhenkanal: 251
10. Gajapati: 86
11. Ganjam: 228
12. Jagatsinghpur: 325
13. Jajpur: 378
14. Jharsuguda: 247
15. Kalahandi: 205
16. Kandhamal: 101
17. Kendrapada: 204
18. Keonjhar: 193
19. Khurda: 1497
20. Koraput: 266
ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ୧୦,୦୩୬ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୧,୧୧,୧୮,୯୮୪ ନମୂନା ପରୀକ୍ଷା ହୋଇଥିବାବେଳେ ୬,୫୫,୮୯୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା ୬,୫୫,୮୯୯ ଜଣ ସୁସ୍ଥ ହୋଇ ଫେରିଥିବାବେଳେ ଆକ୍ଟିଭ କେସ ରହିଛି ୧,୦୬,୮୧୨।












Click it and Unblock the Notifications