ପୁଣି ଲେଉଟିଲା କରୋନା, ରାଜ୍ୟରେ ୨୦୦ ଟପିଲା ଦୈନିକ ସଂକ୍ରମଣ

ଗତ 24 ଘଣ୍ଟାରେ ରାଜ୍ୟରେ ଆଉ ୨୧୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧୨୬ ଓ ସ୍ଥାନୀୟ ଅଞ୍ଚଳରୁ ୮୮ ଚିହ୍ନଟ ।

ଭୁବନେଶ୍ବର: ପୁଣି ଲେଉଟିଲା କରୋନାର କୋପ । ଉପର ମୁହାଁ ହେଲାଣି କରୋନା ଗ୍ରାଫ । ରାଜ୍ୟରେ ୨୦୦ ଟପିଲା ଦୈନିକ ସଂକ୍ରମଣ । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ ୨୧୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧୨୬ ଓ ସ୍ଥାନୀୟ ଅଞ୍ଚଳରୁ ୮୮ ଚିହ୍ନଟ ।

ଯାହା ମଧ୍ୟରୁ କଟକରୁ ୨୦ ଓ ଖୋର୍ଦ୍ଧାରୁ ସର୍ବାଧିକ ୩୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୨୭, ବଲାଙ୍ଗିର ଓ କଟକରୁ ୨୦ ଲେଖାଏଁ ଚିହ୍ନଟ । ବରଗଡ଼ ୧୩, ବାଲେଶ୍ବର ୧୧, ଢେଙ୍କାନାଳରୁ ୧୦ ଚିହ୍ନଟ ହୋଇଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

Odisha Corona Update

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+