ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୯୧୪ କରୋନା ପଜିଟିଭ ଚିହ୍ନଟ

ଗତ ୨୪ ଘଣ୍ଟାରେ ୮୯୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ୱର: ମାଡି ଚାଲିଛି ମହାମାରୀ । ଦୈନିକ ସଂକ୍ରମଣରେ ଲାଗୁନି ବ୍ରେକ । ଗତ ୨୪ ଘଣ୍ଟାରେ ୮୯୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Odisha Corona Update

ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୧୨୫୮ ପଜିଟିଭ । ସେହିପରି ସୁନ୍ଦରଗଡ଼ରୁ ୫୯୨, ସମ୍ବଲପୁରରୁ ୫୨୦ ଆକ୍ରାନ୍ତ, ପୁରୀରୁ ୫୩୦, ବରଗଡ଼ରୁ ୪୫୨, ନବରଙ୍ଗପୁରରୁ ୪୩୩, ଭଦ୍ରକରୁ ୩୫୧, ଝାରସୁଗୁଡ଼ାରୁ ୩୦୪ ଓ ଗଞ୍ଜାମରୁ ୨୬୨ ଆକ୍ରାନ୍ତ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୁଳରୁ ୩୩୧, ବାଲେଶ୍ୱର ୧୭୯, ବଲାଙ୍ଗିର ୨୯୧, ବୌଦ୍ଧ ୧୭୫, କଟକ ୫୮୭, ଦେବଗଡ ୧୦୩ ଓ ଢେଙ୍କାନାଳ, ଗଜପତି ୧୬୫, ଜଗତସିଂହପୁର ୧୦୯, ଯାଜପୁର ୨୩୨, କଳାହାଣ୍ଡି ୨୩୬, କନ୍ଧମାଳ ୬୨, କେନ୍ଦ୍ରାପଡା ୧୩୨, କେନ୍ଦୁଝର ୧୦୪, କୋରାପୁଟ ୧୪୫, ମାଲକାନଗିରି ୭୩, ମୟୁରଭଞ୍ଜ ୧୩୪, ନୟାଗଡ ୧୯୪, ନୂଆପଡା ୨୭୮, ସୋନପୁର ୧୨୧, ୫୩୦, ରାୟଗଡା ୧୫୭ ଓ ଷ୍ଟେଟ୍ ପୁଲରୁ ୨୫୫ ଚିହ୍ନଟ ହୋଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+