ରାଜ୍ୟରେ ପୁଣି 10 ହଜାର ମୁହାଁ ଦୈନିକ ସଂକ୍ରମଣ ସଂଖ୍ୟା
ଯଦିଓ ଆଜି 10 ହଜାର ତଳେ ରହିଛି ପଜିଟିଭ ମାମଲା, ତଥାପି ଏହା ଚିନ୍ତାଜନକ ପଲଟିଛି । ଗତ 24 ଘଣ୍ଟାରେ ଆଉ 9 ହଜାର 5ଶହ 41 କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ୱର: ଗତକାଲି ସପ୍ତାହନ୍ତ ସଟଡାଉନ ସତ୍ବେ ମଧ୍ୟ କମିବାରେ ନାଁ ନେଇନି ଦୈନିକ ସଂକ୍ରମଣ । ଯଦିଓ ଆଜି 10 ହଜାର ତଳେ ରହିଛି ପଜିଟିଭ ମାମଲା, ତଥାପି ଏହା ଚିନ୍ତାଜନକ ପଲଟିଛି । ଗତ 24 ଘଣ୍ଟାରେ ଆଉ 9 ହଜାର 5ଶହ 41 କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

24 ଘଣ୍ଟାରେ 11 ହଜାର 513 ସଂକ୍ରମିତ ସୁସ୍ଥ ହୋଇଛନ୍ତି । କ୍ବାରେଣ୍ଟାଇନରୁ 5 ହଜାର 343, ଲୋକାଲ କେସ୍ 4 ହଜାର 198 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 1342 ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ 716, ଅନୁଗୁଳ 562, ପୁରୀରୁ 528, ଯାଜପୁରରୁ 489 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
Covid-19 Report For 29th May
New Positive Cases: 9541
In quarantine: 5343
Local contacts: 4198(Details of local contacts will be shared by concerned Dist Administration)
District Wise Cases:
1. Angul: 562
— I & PR Department, Odisha (@IPR_Odisha) May 30, 2021
2. Balasore: 302
3. Bargarh: 284
4. Bhadrak: 464
5. Balangir: 101
ସେହିପରି ବାଲେଶ୍ୱରରୁ ୩୦୨, ବରଗଡ଼ ୨୮୪, ଭଦ୍ରକ ୨୮୯, ବଲାଙ୍ଗୀର ୧୦୧, କଟକ ୭୧୬, ଦେବଗଡ଼ ୬୧,ବୌଦ୍ଧ ୧୭୭, ଢେଙ୍କାନାଳ ୧୧୭, ଗଜପତି ୬୯, ଗଞ୍ଜାମ ୧୫୦, ଜଗତସିଂହପୁର ୨୯୯, ଯାଜପୁର ୪୮୯, ଝାରସୁଗୁଡ଼ା ୧୪୦, କଳାହାଣ୍ଡି ୩୧୫, କେନ୍ଦ୍ରାପଡ଼ା ୧୧୪, କେନ୍ଦୁଝର ୧୭୭, ଖୋର୍ଦ୍ଧା ୧୩୪୨, କୋରାପୁଟ ୨୧୫, ମୟୂରଭଞ୍ଜ ୬୯୫, ନବରଙ୍ଗପୁର ୨୫୪, ନୟାଗଡ଼ା ୨୩୦, ମାଲକାନଗିରି ୧୨୩, ନୂଆପଡ଼ା ୫୦, ପୁରୀ ୫୨୮, ରାୟଗଡ଼ା ୧୬୪, ସମ୍ୱଲପୁର ୨୨୯, ସୋନପୁର ୨୪୫, ସୁନ୍ଦରଗଡ଼ ୫୯୫ ଓ ଷ୍ଟେଟ୍ ପୁଲ୍ରୁ ୨୨୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
6. Boudh: 177
— I & PR Department, Odisha (@IPR_Odisha) May 30, 2021
7. Cuttack: 716
8. Deogarh: 61
9. Dhenkanal: 117
10. Gajapati: 69
11. Ganjam: 150
12. Jagatsinghpur: 299
13. Jajpur: 489
14. Jharsuguda: 140
15. Kalahandi: 315
16. Kandhamal: 107
17. Kendrapada: 114
18. Keonjhar: 177
19. Khurda: 1342
20. Koraput: 215












Click it and Unblock the Notifications