ଆଜି ରାଜ୍ୟରେ ୮ ହଜାର ୩୯୯ କରୋନା ସଂକ୍ରମିତ ଚିହ୍ନଟ
ଆଜି ରାଜ୍ୟରେ ୮ ହଜାର ୩୯୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୭୪୧ କ୍ୱାରେଣ୍ଟିନରେ ଥିବାବେଳେ ୩୬୫୮ ଲୋକାଲ କଣ୍ଟାକ୍ଟ ରହିଛନ୍ତି । ଗତକାଲି ୧୧, ୦୯୫ ଜଣ ରୋଗୀ ସୁସ୍ଥ ହୋଇଛନ୍ତି।
ଭୁବନେଶ୍ୱର: ଆଜି ରାଜ୍ୟରେ ୮ ହଜାର ୩୯୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୭୪୧ କ୍ୱାରେଣ୍ଟିନରେ ଥିବାବେଳେ ୩୬୫୮ ଲୋକାଲ କଣ୍ଟାକ୍ଟ ରହିଛନ୍ତି । ଗତକାଲି ୧୧, ୦୯୫ ଜଣ ରୋଗୀ ସୁସ୍ଥ ହୋଇଛନ୍ତି।

ଖୋର୍ଦ୍ଧାରୁ ସର୍ବାଧିକ ୧୧ଶହ ୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୬୬, ଯାଜପୁରରୁ ୫୧୪ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୪୮୫, ଅନୁଗୁଳରୁ ୪୬୮, ସୁନ୍ଦରଗଡ଼ରୁ ୪୭୭, ପୁରୀରୁ ୪୭୫, ଢେଙ୍କାନାଳରୁ ୪୫୧, ରାୟଗଡ଼ାରୁ ୨୯୨, ଜଗତସିଂହପୁରରୁ ୨୬୯, ନୟାଗଡ଼ରୁ ୨୨୩, ବାଲେଶ୍ୱରରୁ ୨୪୦, କେନ୍ଦ୍ରାପଡାରୁ ୨୧୦, ନବରଙ୍ଗପୁରରୁ ୨୦୦ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସମ୍ବଲପୁରରୁ ୧୯୧, କଳାହାଣ୍ଡିରୁ ୧୯୦, ବରଗଡ଼ରୁ ୧୮୯, କେନ୍ଦୁଝରରୁ ୧୮୬, ଷ୍ଟେଟପୁଲରୁ ୧୮୫,କୋରାପୁଟରୁ ୧୭୮, ବୌଦ୍ଧରୁ ୧୬୬, ଭଦ୍ରକରୁ ୧୪୭, ସୋନପୁରରୁ ୧୪୩, ମାଲକାନଗିରିରୁ ୧୨୮, ବଲାଙ୍ଗୀରରୁ ୧୧୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କନ୍ଧମାଳରୁ ୯୫, ଦେଓଗଡ଼ରୁ ୮୧,ଗଜପତିରୁ ୮୦, ଗଞ୍ଜାମରୁ ୬୫, ଝାରସୁଗୁଡାରୁ ୫୩, ନୂଆପଡାରୁ ୩୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
Covid-19 Report For 1st June
New Positive Cases: 8399
In quarantine: 4741
Local contacts: 3658(Details of local contacts will be shared by concerned Dist Administration)
District Wise Cases:
1. Angul: 468
— I & PR Department, Odisha (@IPR_Odisha) June 2, 2021
2. Balasore: 240
3. Bargarh: 189
4. Bhadrak: 147
5. Balangir: 116
ରାଜ୍ୟରେ ମୋଟ୍ କରୋନା ପଜିଟିଭ ସଂଖ୍ୟା ୭ଲକ୍ଷ ୮୨ହଜାର ୧୩୧ ଥିବା ବେଳେ ସୁସ୍ଥ ହେଲେଣି ୬ଲକ୍ଷ ୯୨ହଜାର ୨୭। ସେହିପରି ଆଜି ସର୍ବାଧିକ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଆଜି ରାଜ୍ୟରୁ ୪୦ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି।












Click it and Unblock the Notifications