ରାଜ୍ୟରେ ଆଉ ୧୧ ହଜାର ୬୨୩ କରୋନା ସଂକ୍ରମିତ ଚିହ୍ନଟ

ଗତ ୨୪ ଘଣ୍ଟାରେ ଆଉ ୧୧ ହଜାର ୬୨୩ ପଜିଟିଭ୍ ଚିହ୍ନଟ । କ୍ୱାରେଣ୍ଟାଇନ୍‌ରୁ ୬୫୦୯, ଲୋକାଲ କେସ ୫୧୧୪, ଖୋର୍ଦ୍ଧାରୁ ସର୍ବାଧିକ ୨୦୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଆଉ ୧୧ ହଜାର ୬୨୩ ପଜିଟିଭ୍ ଚିହ୍ନଟ । କ୍ୱାରେଣ୍ଟାଇନ୍‌ରୁ ୬୫୦୯, ଲୋକାଲ କେସ ୫୧୧୪, ଖୋର୍ଦ୍ଧାରୁ ସର୍ବାଧିକ ୨୦୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ତଳକୁ ରହିଛି କଟକ ଜିଲ୍ଲା। ଏଠାରୁ ୯୯୮ ଜଣ ପଜିଟିଭ‌୍‍ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳ ଜିଲ୍ଲାରୁ ୮୨୩, ସୁନ୍ଦରଗଡ଼ରୁ ୬୯୯, ଯାଜପୁରରୁ ୫୬୦ ଓ ବାଲେଶ୍ୱରରୁ ୫୦୭ ଜଣ ଚିହ୍ନଟ ହୋଇଛନ୍ତି।

Corona Positive

ସେହିପରି ଭଦ୍ରକରୁ ୪୬୧, ଢେଙ୍କାନାଳରୁ ୪୪୧, କଳାହାଣ୍ଡିରୁ ୩୫୨, ବରଗଡ଼ ଜିଲ୍ଲାରୁ ୨୫୭, ବଲାଙ୍ଗିରରୁ ୧୭୦, ବୌଦ୍ଧରୁ ୨୦୬, ଦେବଗଡ଼ରୁ ୮୬, ଢେଙ୍କାନାଳରୁ ୪୪୧, ଗଜପତିରୁ ୭୬, ଗଞ୍ଜାମରୁ ୧୫୮, ଜଗତସିଂହପୁରରୁ ୩୧୫, ଝାରସୁଗୁଡ଼ାରୁ ୧୮୪, କଳାହାଣ୍ଡିରୁ ୩୫୨, କନ୍ଧମାଳରୁ ୧୪୧, କେନ୍ଦ୍ରାପଡ଼ାରୁ ୧୯୮, କେନ୍ଦୁଝରରୁ ୧୩୩, ଖୋର୍ଦ୍ଧା ୨୦୨, କୋରାପୁଟରୁ ୨୧୮, ମାଲକାନଗିରିରୁ ୭୩, ମୟୂରଭଞ୍ଜରୁ ୨୪୯, ନବରଙ୍ଗପୁରରୁ ୩୦୦, ନୟାଗଡ଼ରୁ ୩୧୬, ନୂଆପଡ଼ାରୁ ୫୪, ପୁରୀରୁ ୪୬୨, ରାୟଗଡ଼ାରୁ ୨୨୩, ସମ୍ୱଲପୁରରୁ ୪୨ ଓ ସୋନପୁର ଜିଲ୍ଲାରୁ ୨୬୧ ଜଣ ଚିହ୍ନଟ ହୋଇଛନ୍ତି। ଷ୍ଟେଟ‌୍‍ ପୁଲରୁ ୩୩୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୭ ଲକ୍ଷ ୨୬ ହଜାର ୩ । ମେଟ ସୁସ୍ଥ ହେଲେଣି ୬ ଲକ୍ଷ ୧୨ ହଜାର ୯୯୩ । ଏବେବି ସାରା ରାଜ୍ୟରେ ୧ ଲକ୍ଷ ୧୦ ହଜାର ୩୭୩ ସକ୍ରିୟ ମାମଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+