Get Updates
Get notified of breaking news, exclusive insights, and must-see stories!

ରାଜ୍ୟରେ ଖସୁଛି କରୋନା ମିଟର,୨୪ ଘଣ୍ଟାରେ ୮୧୬ ଜଣ କରୋନା ପଜେଟିଭ୍ ଚିହ୍ନଟ

ODISHA CORONA UPDATE:ODISHA REPORTES 872 NEW CORONA CASESTOTAL NUMBER OF POSITIVE CASES 12.99.112ରାଜ୍ୟରେ ଖସୁଛି କରୋନା ମିଟର, କମୁଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ୮୧୬ ଜଣ କରୋନା ପଜେଟିଭ୍ ଚିହ୍ନଟ ।ଧିରେ ଧିରେ ଦୈନିକ ସଂକ୍ରମଣଙ୍କ ସଂଖ୍ୟା କମ

ଭୁବନେଶ୍ୱର: ରାଜ୍ୟରେ ଖସୁଛି କରୋନା ମିଟର, କମୁଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ୮୧୬ ଜଣ କରୋନା ପଜେଟିଭ୍ ଚିହ୍ନଟ ।ଧିରେ ଧିରେ ଦୈନିକ ସଂକ୍ରମଣଙ୍କ ସଂଖ୍ୟା କମିବାରେ ଲାଗିଛି ।ଗତକାଲି ୮୭୨ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ଏହା ୮୧୬କୁ ଖସିଛି । ତେବେ କ୍ୱାରେଣ୍ଟାଇନରୁ ୪୭୭ ଚିହ୍ନଟ ହୋଇଥିବା ବେଳେ ଲୋକଲ କେସ୍ ୩୩୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯେଉଁଥିରେ ଏମାନଙ୍କ ମଧ୍ଯରେ ୧୮ ବର୍ଷ ମଧ୍ୟରେ ୧୧୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟର ୨୮ଟି ଜିଲ୍ଲାରୁ ୮୭୨ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଦୁଇଟି ଜିଲ୍ଲାରୁ କୌଣସି କରୋନା ପଜିଟିଭ୍ ଚିହ୍ନଟ ହୋଇ ନାହଁନ୍ତି ।ଅନ୍ୟପଟେ ଖୋର୍ଦ୍ଧାରୁ ସର୍ବାଧିକ ୨୧୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସୂଚନା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨୧୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ,ସୁନ୍ଦରଗଡ଼ରୁ ୧୪୧ ,ସମ୍ବଲପୁରରୁ ୫୭ କଟକରୁ ୭୮ ,ଅନୁଗୁଳ ୭, ବାଲେଶ୍ୱରର ୧୩ , ବରଗଡ଼ରୁ ୭, ଭଦ୍ରକରୁ ୮ , ବଲାଙ୍ଗୀରରୁ ୧୦ , ବୌଦ୍ଧରୁ୧୧, ଦେବଗଡ଼ରୁ ୫ ,ଢେଙ୍କାନାଳରୁ ୬ , ଗଜପତିରୁ ୯,ଯାଜପୁରରୁ ୨୬, ଜଗତସିଂହପୁରରୁ ୧୩ , ଝାରସୁଗୁଡ଼ାରୁ ୧୩, କଳାହାଣ୍ଡି ୧୨, କନ୍ଧମାଳରୁ ୭ ,କେନ୍ଦ୍ରାପଡ଼ା ୧୩, କେନ୍ଦୁଝରରୁ ୭,କୋରାପୁଟ ୩ , ମୟୂରଭଞ୍ଜରୁ ୨୯, ନବରଙ୍ଗପୁରରୁ ୭, ନୟାଗଡ଼୨୬, ନୂଆପଡ଼ାରୁ ୧, ପୁରୀରୁ ୨୦,ରାୟଗଡ଼ାରୁ ୬, ସୋନପୁରରୁ ୧୪ ଓ ଷ୍ଟେଟପୁଲରୁ ୪୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

CORONA

ତେବେ ୨୪ ଘଣ୍ଟା ମଧ୍ୟରେ ୬୦୦ ସୁସ୍ଥ ହୋଇଥିବା ବେଳେ ୫୯୧୧ ଆକ୍ଟିଭ କେସ୍ ରହିଛି ।ରାଜ୍ୟରେ ମୋଟ୍ ୧୨,୮୪, ୮୩୫ ଜଣ ସୁସ୍ଥ ହୋଇସାରିଛନ୍ତି ।ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+