ଟିକା ନେଲା ପରେ ବି କରୋନା ପଜିଟିଭ: ରାଜ୍ୟରେ ଟିକା ନେବା ପରେ ୩୧, ୭୧୨ ଲୋକେ ସଂକ୍ରମିତ ହୋଇଛନ୍ତି

ରାଜ୍ୟରେ ଟିକା ନେବା ପରେ ମଧ୍ୟ ସଂକ୍ରମିତ ହେଉଛନ୍ତି ଲୋକେ । ରାଜ୍ୟରେ ଟିକା ନେବା ପରେ ୩୧ ହଜାର ୭୧୨ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି ।

ଭୁବନେଶ୍ୱର: ରାଜ୍ୟରେ ଟିକା ନେବା ପରେ ମଧ୍ୟ ସଂକ୍ରମିତ ହେଉଛନ୍ତି ଲୋକେ । ରାଜ୍ୟରେ ଟିକା ନେବା ପରେ ୩୧ ହଜାର ୭୧୨ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ପ୍ରଥମ ଡ଼ୋଜ ଟିକା ନେବା ପରେ ୧୭ ହଜାର ୮୨୪ ଜଣ ସଂକ୍ରମିତ ହୋଇଛନ୍ତି । ସେହିପରି ୧୩ ହଜାର ୮୮୮ ଜଣ ଦ୍ୱିତୀୟ ଡ଼ୋଜ ଟିକା ନେବା ପରେ ସଂକ୍ରମିତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ।

Corona vaccination

ଅନ୍ୟପଟେ ସେରୋ ସର୍ଭେରେ ସବୁ ବର୍ଗର ଲୋକଙ୍କୁ ସାମିଲ କରାଯିବ ବୋଲି ସୂଚନା ମିଳିଛି । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକେ ଏଥିରେ ସାମିଲ ହେବେ । ରାଜ୍ୟର କେତେ ଲୋକଙ୍କ ଠାରେ ହର୍ଡ ଇମ୍ୟୁନିଟି ସୃଷ୍ଟି ହୋଇଛି, ତାହା ଜାଣିବା ଲାଗି ଏହା କରାଯିବ । ପୂର୍ବର ନ୍ୟାସନାଲ ସେରୋ ସର୍ଭେରେ ରାଜ୍ୟର ୩ଟି ଜିଲ୍ଲା ଅନ୍ତର୍ଭୁକ୍ତ ହୋଇଥିଲା । ଏବେ ୧୨ଟି ଜିଲ୍ଲାରେ ସେରୋ ସର୍ଭେ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+