ରାଜ୍ୟରେ ବିସ୍ଫୋରକ ସ୍ଥିତିରେ ମହାମାରୀ, ଗତ ୨୪ ଘଣ୍ଟାରେ ୮ ହଜାର ଅଧିକ ସଂକ୍ରମିତ ଚିହ୍ନଟ

ରାଜ୍ୟରେ ବିସ୍ଫୋରକ ସ୍ଥିତିରେ ମହାମାରୀ । ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୬୮୧ ମାମଲା । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ଜଣାପଡିଛି । ଖୋର୍ଦ୍ଧାରୁ ଗୋଟିଏ ଦିନରେ ୧୪୦୮ଟି ମାମଲା ବାହାରିଛନ୍ତି ।

ଭୁବନେଶ୍ୱର: ରାଜ୍ୟରେ ବିସ୍ଫୋରକ ସ୍ଥିତିରେ ମହାମାରୀ । ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୬୮୧ ମାମଲା । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ଜଣାପଡିଛି । ଖୋର୍ଦ୍ଧାରୁ ଗୋଟିଏ ଦିନରେ ୧୪୦୮ଟି ମାମଲା ବାହାରିଛନ୍ତି ।

Corona Positive

ସେହିପରି ଅନୁଗୋଳ ଜିଲ୍ଲାରୁ ୪୧୬ ମାମଲା ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱରରୁ ୧୫୫, ବରଗଡ଼ରୁ ୪୨୩, ଭଦ୍ରକରୁ ୧୦୩, ବଲାଙ୍ଗୀରରୁ ୪୫୯, ବୈଦ୍ଧରୁ ୫୭, କଟକରୁ ୫୭୦, ଏବଂ ଦେବଗଡ଼ରୁ ୧୦୨ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଢେଙ୍କାନାଳରୁ ୩୩, ଗଜପତିରୁ୧୨୫, ଗଞ୍ଜାମରୁ ୧୯୮, ଜଗତସିଂହପୁରରୁ ୨୧, ଯାଜପୁରରୁ ୩୨୧ ଜଣ ଚିହ୍ନଟ ହୋଇଛନ୍ତି ।

ସମ୍ବଲପୁରରୁ ୪୧୦ , ସୁନ୍ଦରଗଡରୁ ୭୪୫, ନୂପଡାରୁ ୩୦୪, ନବରଙ୍ଗପୁରରୁ ୩୬୮, ବରଗଡରୁ ୪୨୩, ବଲାଙ୍ଗୀରରୁ ୪୫୯ ଚିହ୍ନଟ ହୋଇଛନ୍ତି । ସେହିଭଳି କଟକ ୫୭୦. ଝାରସୁଗୁଡା ୪୧୧ ସଂକ୍ରମିତ ଚିହ୍ନଟ ହୋଇଥିବା ଆସିଥିବା ଜିଲ୍ଲା ସ୍ତରୀୟ ରିପୋର୍ଟରୁ ଜଣାପଡିଛି ।

ଏଯାବତ୍ ରାଜ୍ୟରେ ୪ ଲକ୍ଷ ୪୪ ହଜାର ୧୯୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୩ ଲକ୍ଷ ୮୦ ହଜାର ୪୦୦ ଜଣ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ୬୧ ହଜାର ୬୯୮ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+