ରାଜ୍ୟରେ ଗତ ୨୪ ଘଣ୍ଟାରେ ୯୪୫ ପଜିଟିଭ ଚିହ୍ନଟ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯୪୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୫୩ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୩୭୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ଉପର ମୁହାଁ କରୋନା ଗ୍ରାଫ । ଆଜି ଦୈନିକ ସଂକ୍ରମିତଙ୍କ ସଂଖ୍ଯା ଏକ ହଜାର ତଳକୁ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯୪୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୫୩ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୩୭୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୧୦ ଜଣ ସଂକ୍ରମିତ ରହିଛନ୍ତି ।

odisha corona cases

ଖୋର୍ଦ୍ଧରୁ ସର୍ବାଧିକ ୩୭୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳ ୨, ବାଲେଶ୍ୱର ୨, ବରଗଡ ୯, ଭଦ୍ରକ ୬, ବଲାଙ୍ଗୀର ୧୨, ବୌଦ୍ଧ ୧୨, କଟକ ୭୫, ଦେବଗଡ୩, ଢେଙ୍କାନାଳ ୨, ଗଜପତି ୯, ଗଞ୍ଜାମ ୪, ଜଗତସିଂହପୁର ୧୪, ଯାଜପୁର ୧୩, ଝାରସୁଗୁଡା ୫, କଳାହାଣ୍ଡି ୧୮, କନ୍ଧମାଳ ୪, କେନ୍ଦ୍ରାପଡା ୨, କୋରାପୁଟ ୬, ମୟୂରଭଞ୍ଜ ୩୨, ନବରଙ୍ଗପୁର ୩, ନୟାଗଡ ୨୭, ନୂଆପଡା ୭, ପୁରୀ ୨୦, ରାୟଗଡା ୧୫, ସମ୍ବଲପୁର ୫୩, ସୋନପୁର ୩୭, ସୁନ୍ଦରଗଡ ୧୦୩ ଏବଂ ଷ୍ଟେଟ ପୋଲରୁ ୭୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏଥିସହ ରାଜ୍ୟରେ ମୋଟ ସକ୍ରିୟ ମାମଲା ୬୩୧୬ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+