ବଢ଼ିଲା ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦରମା: ଜାଣନ୍ତୁ କିଏ ପାଇବେ କେତେ ?

ରାଜ୍ୟରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦରମା ବଢ଼ିଲା। ଏନେଇ ଅର୍ଥ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି। ଚଳିତ ମାସଠାରୁ ବର୍ଦ୍ଧିତ ଦରମା ଲାଗୁ ହେବା ନେଇ ବିଜ୍ଞପ୍ତି ଜାରି କରାଯାଇଛି।

ଭୁବନେଶ୍ୱର: ରାଜ୍ୟରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦରମା ବଢ଼ିଲା। ଏନେଇ ଅର୍ଥ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି। ଚଳିତ ମାସଠାରୁ ବର୍ଦ୍ଧିତ ଦରମା ଲାଗୁ ହେବା ନେଇ ବିଜ୍ଞପ୍ତି ଜାରି କରାଯାଇଛି।

employee

ଅର୍ଥ ବିଭାଗ ବିଜ୍ଞପ୍ତି ଅନୁଯାୟୀ, ୮୦୭୦ଟଙ୍କା ପାଉଥିବା କର୍ମଚାରୀ ପାଇବେ ୧୦,୧୦୦ଟଙ୍କା ପାଇବେ, ସେହିଭଳି ୮୩୯୦ଟଙ୍କା ପାଉଥିବା କର୍ମଚାରୀଙ୍କୁ ମିଳିବ ୧୦,୫୦୦ଟଙ୍କା । ୮୭୫୦ଟଙ୍କା ପାଉଥିବା କର୍ମଚାରୀ ପାଇବେ ୧୦,୯୦୦ଟଙ୍କା, ୮୮୮୦ଟଙ୍କା ପାଉଥିବା କର୍ମଚାରୀଙ୍କ ଦରମା ହେଲା ୧୧,୧୦୦, ମାସିକ ୯ହଜାର ଟଙ୍କା ପାଉଥିବା କର୍ମଚାରୀ ପାଇବେ ୧୧,୨୦୦, ୯୨୫୦ଟଙ୍କା ପାଉଥିବା କର୍ମଚାରୀଙ୍କୁ ମିଳିବ ୧୧,୫୦୦ଟଙ୍କା, ୯୫୦୦ଟଙ୍କା ପାଉଥିବା କର୍ମଚାରୀଙ୍କୁ ମିଳିବ ୧୧,୯୦୦ଟଙ୍କା, ୧୦ହଜାର ଟଙ୍କା ମାସିକ ପାଉଥିବା କର୍ମଚାରୀ ପାଇବେ ୧୨,୫୦୦, ୧୦ହଜାର ଟଙ୍କା ମାସିକ ପାଉଥିବା କର୍ମଚାରୀ ପାଇବେ ୧୨,୫୦୦ ଓ ୧୬୮୮୦ଟଙ୍କା ପାଉଥିବା କର୍ମଚାରୀଙ୍କୁ ମିଳିବ ୨୧,୧୦୦ଟଙ୍କା ।

ତେବେ ବର୍ଦ୍ଧିତ ଦରମା ଚଳିତ ମାସ ପହିଲାରୁ ଲାଗୁ ହେବ । ଏହି କର୍ମଚାରୀଙ୍କ ଦରମା ବୃଦ୍ଧି ନେଇ ହୋଇଥିଲା କ୍ୟାବିନେଟ ନିଷ୍ପତ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+