Get Updates
Get notified of breaking news, exclusive insights, and must-see stories!

ଆସନ୍ତକାଲିଠୁ ରାଜ୍ୟବ୍ୟାପୀ କଂଗ୍ରେସର ପଦଯାତ୍ରା

ଆସନ୍ତାକାଲି(ମଙ୍ଗଳବାର) ଠାରୁ ରାଜ୍ୟବ୍ୟାପୀ ପଦଯାତ୍ରା କରିବ କଂଗ୍ରେସ । ପ୍ରତି ଜିଲ୍ଲାରେ ୭୫ କିଲୋମିଟର ପଦଯାତ୍ରା କରିବ ରାଜ୍ୟ କଂଗ୍ରେସ । ଭୁବନେଶ୍ୱର ପଟିଆରୁ ଏହି ପଦଯାତ୍ରାର ଶୁଭାରମ୍ଭ କରିବେ ପିସିସି ସଭାପତି ଶରତ ପଟ୍ଟନାୟକ ।

ଭୁବନେଶ୍ବର: ଆସନ୍ତାକାଲି(ମଙ୍ଗଳବାର) ଠାରୁ ରାଜ୍ୟବ୍ୟାପୀ ପଦଯାତ୍ରା କରିବ କଂଗ୍ରେସ । ପ୍ରତି ଜିଲ୍ଲାରେ ୭୫ କିଲୋମିଟର ପଦଯାତ୍ରା କରିବ ରାଜ୍ୟ କଂଗ୍ରେସ । ଭୁବନେଶ୍ୱର ପଟିଆରୁ ଏହି ପଦଯାତ୍ରାର ଶୁଭାରମ୍ଭ କରିବେ ପିସିସି ସଭାପତି ଶରତ ପଟ୍ଟନାୟକ । ଆସନ୍ତକାଲିଠୁ ଏହା ଆରମ୍ଭ ହୋଇ ଅଗଷ୍ଟ 14 ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଏହି ପଦଯାତ୍ରାରେ ସ୍ଥାନୀୟ ବିଧାୟକ, ବରିଷ୍ଠ ନେତା, ଏମ୍ପି ପ୍ରାର୍ଥୀ , ବ୍ଲକ ଅଧ୍ୟକ୍ଷଙ୍କ ସମେତ ଅନେକ ବରିଷ୍ଠ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Odisha Congress

ଲୋକଙ୍କୁ ସ୍ବାଧୀନତାର ୭୫ବର୍ଷ ମଧ୍ୟରେ ଦେଶବାସୀଙ୍କ ପାଇଁ କଂଗ୍ରେସର ଅବଦାନ କଣ ତାହା ବୁଝାଇବ ଦଳ । ପଦଯାତ୍ରା ସମୟରେ ଲୋକେ କଂଗ୍ରେସକୁ କାହିଁକି ଭୋଟ ଦେବେ ସେ ନେଇ ଲିଫଲେଟ ବାଣ୍ଟିବ ଦଳ । କେନ୍ଦ୍ର ସରକାରଙ୍କ ଅତ୍ୟାବଶ୍ୟକ ସାମଗ୍ରୀର ମନଇଚ୍ଛା ଦରଦାମ ବୃଦ୍ଧି, ଜିଏସଟି ବୃଦ୍ଧି କରିଛି ସେ ନେଇ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବ ଦଳ । ଏଥିପାଇଁ ୩୦ ଜିଲ୍ଲାରେ ୩୦ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିବା ସହ ବ୍ୟାପକ ପ୍ରସ୍ତୁତି କରିଛି ଦଳ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+