ଗୃହରେ ଘଣ୍ଟ ପିଟିଲେ କଂଗ୍ରେସ ବିଧାୟକ

Odisha News: ଗୃହରେ ଘଣ୍ଟ ପିଟି ପ୍ରତିବାଦ କଲେ କଂଗ୍ରେସ ବିଧାୟକ ତାରା ବାହିନୀପତି ଓ ରମେଶ ଜେନା । ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏପରି ପ୍ରତିବାଦ କରିଥିଲେ କଂଗ୍ରେସ ବିଧାୟକ । ଏପରି ବିଶୃଙ୍ଖଳିତ ଆଚରଣରୁ ବିରତ ରହିବା ପାଇଁ ବାଚସ୍ପତି ପରାମର୍ଶ ଦେଇଛନ୍ତି ।

Odisha Congress

ଗତକାଲି କଂଗ୍ରେସର ୧୨ ଜଣ ବିଧାୟକଙ୍କୁ ବିଧାନସଭାରୁ ସସପେଣ୍ତ କରାଯାଇଥିଲା । ଯାହା ପରେ ସାରା ରାତି କଂଗ୍ରେସ ବିଧାୟକ ରାସ୍ତାରେ ଧାରଣା ଦେଇଥିଲେ । ଆସି ବିଧାନସଭା ଯିବା ସମୟରେ ବାଟରେ ଘଣ୍ଟ ଧରି ବାଡେଇଛନ୍ତି ବଜାଇ ପ୍ରତିବାଦ କରୁଥିବାର ଦେଖିବା ପାଇଁ ମିଳିଥିଲା । ସେହିପରି ରାସ୍ତାରେ ଯିବା ସମୟରେ ମୁହାଁମୁହିଁ ହୋଇଥିଲେ କଂଗ୍ରେସ ବିଧାୟକ ଏବଂ ପୋଲିସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+