ଭୁବନେଶ୍ୱରରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲୁ

Odisha News: ଭୁବନେଶ୍ୱରରେ ପହଞ୍ଚିଲେ ଓଡ଼ିଶା କଂଗ୍ରେସ ପ୍ରଭାରୀ । କଂଗ୍ରେସ ପଦଯାତ୍ରାରେ ସାମିଲ ହେବେ ଅଜୟ କୁମାର ଲଲୁ । ଦାୟିତ୍ୱ ନେବା ପରେ ଏହା ଅଜୟ ଲଲୁଙ୍କ ପ୍ରଥମ ଓଡ଼ିଶା ଗସ୍ତ । ରାଜ୍ୟ ପ୍ରଭାରୀ ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି ।

ସୂଚନା ଅନୁସାରେ, କଂଗ୍ରେସ ପଦଯାତ୍ରାରେ ସାମିଲ ହେବେ ଅଜୟ କୁମାର ଲଲୁ । ପିପିଲିରୁ ପଦଯାତ୍ରାରେ ସାମିଲ ହେବେ ଅଜୟ କୁମାର ଲଲୁ । ଆଜି ସଂକଳ୍ପ ପଦଯାତ୍ରାର ଆଜି ଅନ୍ତିମ ଦିନରେ ପୁରୀରେ ପହଞ୍ଚିବ ଏହି ପଦଯାତ୍ରା ।

Ajay Kumar Lalu

ସକାଳୁ ପଦଯାତ୍ରାରେ ଶ୍ରୀମନ୍ଦିର ଅଭିମୁଖେ ବାହାରିବେ କଂଗ୍ରେସ କର୍ମୀ । ନବନିଯୁକ୍ତ ପିସିସି ସଭାପତି ଭକ୍ତ ଦାସଙ୍କ ଆହ୍ବାନରେ ଆରମ୍ଭ ହୋଇଛି ଏହି ପଦଯାତ୍ରା ଯାହା ଭୁବନେଶ୍ବରରୁ ଆରମ୍ଭ ହୋଇ ଶ୍ରୀକ୍ଷେତ୍ରରେ ଶେଷ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+