ସୁରେଶ ପୂଜାରୀଙ୍କୁ ଦିଲ୍ଲୀ ଡାକରା, ନିଆଯାଇ ପାରେ ବଡ଼ ନିଷ୍ପତ୍ତି
Suresh Pujari Called to Delhi: ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ? ଏହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ସୁରେଶ ପୂଜାରୀଙ୍କୁ ଦିଲ୍ଲୀ ଡାକରା ହୋଇଛି । ସେହିପରି ଆସନ୍ତାକାଲି ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ ହେଲେ ଏ ପର୍ଯ୍ୟନ୍ତ ନାଁ ଘୋଷଣା କରାଯାଇଛି ନାହିଁ । ଏହାରି ମଧ୍ୟରେ ଖବର ରହିଛି ଯେ, ଗତକାଲି ସନ୍ଧ୍ୟାରେ ବ୍ରଜରାଜନଗରର ନବ ନିର୍ବାଚିତ ବିଧାୟକ ସୁରେଶ ପୂଜାରୀ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ସୁରେଶ ପୂଜାରୀଙ୍କ ନାଁ ମୁଖ୍ୟମନ୍ତ୍ରୀ ରେସ ରହିଥିବା ବେଳେ ତାଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି ।













Click it and Unblock the Notifications