Odisha CM Oath Ceremony: ଭୁବନେଶ୍ବରରେ ପହଞ୍ଚିଲେ ୩ ରାଜ୍ୟର ମୁଖ୍ୟମନ୍ତ୍ରୀ
ଭୁବନେଶ୍ବରରେ ପହଞ୍ଚିଲେ ୩ ରାଜ୍ୟର ମୁଖ୍ୟମନ୍ତ୍ରୀ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ପହଞ୍ଚିଲେ । ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହ ପହଞ୍ଚିଲେ । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ପହଞ୍ଚିଲେ । ଶପଥ ସମାରୋହରେ ଯୋଗଦେବେ ୩ ମୁଖ୍ୟମନ୍ତ୍ରୀ ।













Click it and Unblock the Notifications