ସୋସିଆଲ ମିଡିଆରେ ବି ଲୋକପ୍ରିୟ ନବୀନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ୱିଟର ଆକାଉଣ୍ଟ 3 ମିଲିୟନ୍ ଫଲୋର୍ସ ଅତିକ୍ରମ କରିଛି ।

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ୱିଟର ଆକାଉଣ୍ଟ 3 ମିଲିୟନ୍ ଫଲୋର୍ସ ଅତିକ୍ରମ କରିଛି । ଏନେଇ ନବୀନ ଖୁସି ବ୍ୟକ୍ତ କରିବା ସହ ତାଙ୍କର ସମସ୍ତ ଫଲୋର୍ସଙ୍କୁ ଭଲପାଇବା ଏବଂ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି।

Naveen Patnaiks Twitter account

"ଏହି ଡିଜିଟାଲ୍ ଯାତ୍ରାରେ ଆପଣମାନେ ଦେଇଥିବା ଭଲପାଇବା ଓ ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ " ବୋଲି ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି।

ସୂଚନାଥାଉ କି, କିଛି ଦିନ ପୂର୍ବେ ଜାତୀୟ ଗଣମାଧ୍ୟମ ଏବିପି ନ୍ୟୁଜ ଓ ସି- ଭୋଟର ସର୍ଭେରେ ପ୍ରକାଶିତ ରିପୋର୍ଟ ଏକ ରିପୋର୍ଟ ଆଧାରରେ ଦେଶର ଲୋକପ୍ରୟି ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ । ଏହି ସର୍ଭେରେ ଦେଶର ସମସ୍ତ ୫୪୩ ଲୋକସଭା ଆସନରୁ ଲୋକମାନେ ଅଂଶଗ୍ରହଣ କରିଥିଲେ। ଦେଶର ୩୧ ମୁଖ୍ୟମନ୍ତ୍ରୀଙ୍କୁ ନେଇ ହୋଇଥିବା ସର୍ଭେରେ ସମସ୍ତଙ୍କୁ ପଛରେ ପକାଇଥିଲେ ନବୀନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+