ରାଜ୍ୟ କ୍ୟାବିନେଟର ନୂଆ ନିଷ୍ପତ୍ତି,ଉଚ୍ଚଶିକ୍ଷାରେ ୧୧.୨୫% ଆସନ ସଂରକ୍ଷଣ ବ୍ୟବସ୍ଥା

ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିଥିଲେ। କ୍ୟାବିନେଟରେ ୬ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଶିକ୍ଷା କ୍ଷେତ୍ରରେ ନୂଆ ସଂରକ୍ଷଣ ନୀତି ଲାଗୁ କରାଯାଇଛି। ୨୦୨୫-୨୬ ଶିକ୍ଷା ବର୍ଷରୁ ଲାଗୁ ହେବ ସଂରକ୍ଷଣ। ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗଙ୍କୁ ମିଳିବ ସଂରକ୍ଷଣ। ଆଇଟିଆଇ ଗୁଡିକରେ ନିଯୁକ୍ତି ସର୍ତ୍ତାବଳୀରେ ପରିବର୍ତ୍ତିନ କରାଯାଇଛି। ସେହିପରି ଡିଡି ବିଶ୍ବବିଦ୍ୟାଳୟକୁ ମିଳିବ ଜମି। ରାଜସ୍ବ ବିଭାଗ ଜମି ଯୋଗାଇ ଦେବ।

ଏସସି/ଏସଟି ପାଇଁ ଯାହା ସଂରକ୍ଷଣ ଥିଲା ବଳବତ୍ତର ରହିବ । +୨ ଏବଂ +୩ ସ୍ତରରେ ଲାଗୁ ହେବ । ଏସସି -16.25 %, ଏସଟି-22.5% ସଂରକ୍ଷଣ ଲାଗୁ। ୧୧.୨୫% ଆସନ ସଂରକ୍ଷଣ ବ୍ୟବସ୍ଥା । ସ୍ନାତକ, ସ୍ନାତକୋତ୍ତର କ୍ଷେତ୍ରରେ ଲାଗୁ ହେବ । ୨୦୨୫-୨୬ ଶିକ୍ଷା ବର୍ଷରୁ ଲାଗୁ କରିବାକୁ ନିଷ୍ଫତ୍ତି ।

am mohan majhi

ଆଜି ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ୬ଟି ପ୍ରସ୍ତାବକୁ କ୍ୟାବିନେଟରେ ଅନୁମୋଦନ ମିଳିଛି । ଓଡ଼ିଆ ଭାଷା ସାହିତ୍ୟ,ବିପିଇଡି, ଏମପିଇଡି ପାଇଁ ଲାଗୁ ହେବ । ଆର୍ଥିକ ଓ ସାମାଜିକ ଦୃଷ୍ଟରୁ ପଛୁଆ ବର୍ଗଙ୍କୁ ମିଳିବ ସଂରକ୍ଷଣ ସୁବିଧା । ଉଚ୍ଚଶିକ୍ଷାରେ ନୂଆ ସଂରକ୍ଷଣ ଲାଗୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+