କିଛି ସମୟ ପରେ ହେବ ଶପଥ ଗ୍ରହଣ, ଲୋକସେବା ଭବନରେ ପହଞ୍ଚୁଛନ୍ତି ଭାବୀ ମନ୍ତ୍ରୀ
କିଛି ସମୟ ପରେ ଶପଥ ନେବେ ଭାବୀ ମନ୍ତ୍ରୀ । ଧିରେ ଧିରେ ଲୋକସେବା ଭବନ କନଭେସନ ହଲରେ ପହଞ୍ଚୁଛନ୍ତି ଶପଥ ନେବାକୁ ଥିବା ବିଧାୟକମାନେ । ଜଣେ ପରେ ଜଣେ ପହଞ୍ଚୁଛନ୍ତି ।
ଭୁବନେଶ୍ୱର: କିଛି ସମୟ ପରେ ଶପଥ ନେବେ ଭାବୀ ମନ୍ତ୍ରୀ । ଧିରେ ଧିରେ ଲୋକସେବା ଭବନ କନଭେସନ ହଲରେ ପହଞ୍ଚୁଛନ୍ତି ଶପଥ ନେବାକୁ ଥିବା ବିଧାୟକମାନେ । ଜଣେ ପରେ ଜଣେ ପହଞ୍ଚୁଛନ୍ତି । ଦିନ 11ଟା 45ରେ ଶପଥ ଗ୍ରହଣ ଉତ୍ସବ ରହିଛି ।

ପ୍ରଥମେ ପ୍ରଫୁଲ୍ଲ ମଲ୍ଲିକ, ଉଷା ଦେବୀ, ସମୀର ଦାସ, ରାଜା ସ୍ୱାଇଁ ପହଞ୍ଚିଛନ୍ତି । ଟୁକୁନି ସାହୁ, ରୋହିତ ପୂଜାରୀ, ଅତନୁ ସବ୍ୟସାଚ୍ଚୀ ନାୟକଙ୍କ ସମେତ ଅନ୍ୟମାନେ ପହଞ୍ଚିବା ଆରମ୍ଭ କଲେଣି ।
ନୂଆ ମନ୍ତ୍ରୀମଣ୍ଡଳର ସମ୍ପୂର୍ଣ୍ଣ ତାଲିକା-
କ୍ୟାବିନେଟ ମନ୍ତ୍ରୀ-
- ନିରଞ୍ଜନ ପୂଜାରୀ
- ରଣେନ୍ଦ୍ର ପ୍ରତାପ ସ୍ଵାଇଁ
- ପ୍ରମିଳା ମଲ୍ଲିକ
- ଉଷା ଦେବୀ
- ପ୍ରଫୁଲ୍ଲ ମଲ୍ଲିକ
- ପ୍ରତାପ କେଶରୀ ଦେବ
- ଅତନୁ ସବ୍ୟସାଚୀ ନାୟକ
- ପ୍ରଦୀପ ଅମାତ
- ନବ କିଶୋର ଦାସ
- ଅଶୋକ ପଣ୍ଡା
- ଟୁକୁନି ସାହୁ
- ରାଜେନ୍ଦ୍ର ଢୋଲକିଆ
- ଜଗନ୍ନାଥ ସାରକା
ରାଷ୍ଟ୍ରମନ୍ତ୍ରୀ-
- ସମୀର ରଞ୍ଜନ ଦାସ
- ଅଶ୍ଵିନୀ କୁମାର ପାତ୍ର
- ପ୍ରୀତିରଞ୍ଜନ ଘଡାଇ
- ଶ୍ରୀକାନ୍ତ ସାହୁ
- ତୁଷାରକାନ୍ତି ବେହେରା
- ରୋହିତ ପୂଜାରୀ
- ରୀତା ସାହୁ
- ବାସନ୍ତୀ ହେମ୍ରମ












Click it and Unblock the Notifications