Get Updates
Get notified of breaking news, exclusive insights, and must-see stories!

Odisha Cabinet: ବାପା ବିଶ୍ୱଭୂଷଣ ହରିଚନ୍ଦନଙ୍କ ପରେ ପୃଥ୍ବୀରାଜ ହରିଚନ୍ଦନଙ୍କୁ ମିଳିଲା ଆଇନ ବିଭାଗ

ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ ହୋଇଛି । ମନ୍ତ୍ରିମଣ୍ଡଳରେ ଚିଲିକା ବିଧାୟକ ପୃଥ୍ବୀରାଜ ହରିଚନ୍ଦନଙ୍କୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ମିଳିଛି । ତାଙ୍କୁ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ଦାୟିତ୍ୱ ମିଳିଛି ।

ଏହା ପୂର୍ବରୁ ତାଙ୍କ ବାପା ତଥା ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ ୨୦୦୪ରେ ବିଜେଡି-ଭାଜପା ମେଣ୍ଟ ସରକାର ସମୟରେ ଆଇନ, ରାଜସ୍ବ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । ଆଉ ଏବେ ତାଙ୍କ ପୁଅ ପୃଥ୍ବୀରାଜଙ୍କୁ ମଧ୍ୟ କିଛି ବର୍ଷ ପରେ ମୋହନ ମାଝୀ ସରକାରରେ ଆଇନ ବିଭାଗ ମିଳିଛି।

Odisha Cabinet

ପୃ୍‌ଥ୍ବୀରାଜ ପ୍ରଥମ ଥର ଖୋର୍ଦ୍ଧା ଜିଲାର ଚିଲିକା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇ ମନ୍ତ୍ରୀ ପଦ ପାଇବାରେ ସକ୍ଷମ ହୋଇଛନ୍ତି। ପୂର୍ବରୁ ତାଙ୍କ ବାପା ଓ ଦାଦା ବିଭୂତି ଭୂଷଣ ହରିଚନ୍ଦନ ମଧ୍ୟ ଏହି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ବାପାଙ୍କ ପରେ ପୁଅଙ୍କୁ ଆଇନ ବିଭାଗ ମିଳିବା ଏକ ସଂଯୋଗ ବୋଲି ରାଜନୈତିକ ବିଶାରଦ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+