Odisha Cabinet: ୯ଟି ବିଭାଗର ୧୨ ପ୍ରସ୍ତାବକୁ ବାଜିଲା କ୍ୟାବିନେଟ୍ ମୋହର
୧୨ ପ୍ରସ୍ତାବକୁ ବାଜିଲା ରାଜ୍ୟ କ୍ୟାବିନେଟ୍ ମୋହର । ୯ଟି ବିଭାଗର ୧୨ ପ୍ରସ୍ତାବକୁ ବାଜିଲା କ୍ୟାବିନେଟ୍ ମୋହର । ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ଗଠନ ପାଇଁ ମଞ୍ଜୁରୀ। ପୋଲିସ, ବନ, ଅବକାରୀ ବିଭାଗର ନିଯୁକ୍ତି କରିବ ଆୟୋଗ । ଏଥିରେ ଜଣେ ଅଧ୍ୟକ୍ଷ, ୨ ଜଣ ସଦସ୍ୟ ରହିବେ।













Click it and Unblock the Notifications