Odisha Budget 2024 :ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ରାଜ୍ୟର ଭାଗ ୪ ହଜାର କୋଟି

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଭାଗ ରହିଛି ୪ ହଜାରକୋଟି । ଆଜି ବିଧାନସଭାରେ ବଜେଟ ଅଧିବେଶନରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କାମଚଳା ବଜେଟ ଉପସ୍ଥାପନ କରିଥିଲେ । ଏହି ବଜେଟ ଅଧିବେଶନରେ ବିଭିନ୍ନ ବିଭାଗକୁ ଅର୍ଥରାଶି ପ୍ରଦାନ କରାଯାଇଛି ।

Odisha Budget 2024

ଆଜି ୨୦୨୪-୨୫ ବର୍ଷ ପାଇଁ କାମଚଳା ବଜେଟ ଉପସ୍ଥାପିତ ହୋଇଛି । ରାଜ୍ୟ ଅଭିବୃଦ୍ଧି ହାର ୭୮.୨୫ ପ୍ରତିଶତ ରହିଛି । ଯାହା ଜାତୀୟ ହାରଠାରୁ ୧ ପ୍ରତିଶତ ଅଧିକ ରହିଛି । ତେବେ ଏହି ବଜେଟରେ ବିଭିନ୍ନ ବିଭାଗ ପାଇଁ ବ୍ୟୟବରାଦ କରାଯାଇଛି ।

ଗୃହ ଏବଂ ସହରାଞ୍ଚଳ ମନ୍ତ୍ରଣାଳୟ ଦ୍ଵାରା ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ରାଜ୍ୟର ସମସ୍ତଙ୍କୁ ବାସଗୃହ ଯୋଗାଇ ଦେବା ଏହି ମିଶନର ଲକ୍ଷ୍ୟ । ସ୍ଵାଧୀନତା ଦୀର୍ଘ ୭୫ବର୍ଷ ବିତିଯାଇ ଥିଲେ ବି ଏପର୍ଯ୍ୟନ୍ତ ଭାରତରେ ସମସ୍ତଙ୍କୁ ନିଜସ୍ୱ ବାସ ଗୃହ ଯୋଗାଇ ଦିଆଯାଇ ପାରିନାହିଁ । ଏହି ମିଶନ ଦ୍ଵାରା ସହରାଞ୍ଚଳରେ ବାସ କରୁଥିବା ଗରିବ ତଥା ବସ୍ତିବାସିନ୍ଦାଙ୍କୁ ମାଗଣା ବାସଗୃହ ଯୋଗାଇ ଦିଆଯିବ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+