Get Updates
Get notified of breaking news, exclusive insights, and must-see stories!

ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପନ: ମିଶନ ଶକ୍ତି ପାଇଁ ୧୭ ହଜାର ୯ଶହ ୪୨ କୋଟି

Odisha Budget 2024: ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବର୍ଷ ୨୦୨୪-୨୫ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି। କ୍ଷମତାକୁ ଆସିବା ପରେ ବିଜେପି ସରକାରଙ୍କର ଏହା ଓଡ଼ିଶା ପାଇଁ ପ୍ରଥମ ବଜେଟ । ଯେଉଁଥି ପାଇଁ ରାଜ୍ୟବାସୀଙ୍କ ନଜର ଏହି ବଜେଟ୍ ଉପରେ ରହିଛି । ତେବେ ଏଥର ବିଜେପି ସରକାର କେଉଁ ନୂଆ ସ୍କିମ୍ ଆଣିବେ, ରାଜ୍ୟ ବଜେଟର ଆକାର କେତେ ରହିବ ତାହାକୁ ଉପରେ ରହିଥିଲା ସନସ୍ତଙ୍କ ନଜର ।

ତେବେ ୪ଟି ବର୍ଗକୁ ଯଥା ଗରିବ, ମହିଳା, ଯୁବବର୍ଗ ଓ ଚାଷୀଙ୍କୁ ପ୍ରାଧାନ୍ୟ ଦେଇଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ପାଖରେ ଅର୍ଥ ବିଭାଗ ରଖିଥିବାରୁ ସେ ନିଜେ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିଛନ୍ତି। ନୂଆ ସରକାରଙ୍କ ପ୍ରଥମ ବଜେଟ ପରିମାଣ ୨ ଲକ୍ଷ ୬୫ ହଜାର କୋଟି ରହିଛି । ଓଡ଼ିଆ ଅସ୍ମିତା ପାଇଁ 200 କୋଟି ଓଡିଆ ଅସ୍ମିତା ପାଇଁ 200 କୋଟି । ସେହିପରି ମହିଳାଙ୍କ ସୁଭଦ୍ରା ଯୋଜନା ଆରମ୍ଭ ହେବ ।

Odisha Budget 2024

ସେହିପରି ମିଶନ ଶକ୍ତି ପାଇଁ ଚଳିତ ବଜେଟରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଓ ମିଶନ ଶକ୍ତି ପାଇଁ ୧୭ ହଜାର ୯ଶହ ୪୨ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଅନାଥ ଶିଶୁମାନଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ଯଶୋଦା ଯୋଜନା ଆରମ୍ଭ କରାଯିବ ଯେଉଁଥି ପାଇଁ ବଜେଟରେ ବ୍ୟୟ ବରାଦ ହୋଇଛି ୮୩ କୋଟି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+