ଅନ୍ତରୀଣ ବଜେଟ୍ 2024 ଲାଇଭ୍ ଅପଡେଟ୍ : ଆର୍ଥିକ ବର୍ଷ 2024-25 କାମଚଳା ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ
Odisha Budget Live: ଆଜି ଗୃହରେ ଆଗତ ହୋଇଛି କାମଚଳା ବଜେଟ୍ । ଆର୍ଥିକ ବର୍ଷ 2024-25 ପାଇଁ ବିଧାନସଭାରେ ବଜେଟ ଉପସ୍ଥାପନ ହେବ । ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଅପରାହ୍ନ 5 ଟାରେ ବଜେଟ ଉପସ୍ଥାପନ କକରିଛନ୍ତି ।

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୫୫ ହଜାର କୋଟିର ବଜେଟ । ନିର୍ବାଚନ ପାଇଁ କାମଚଳା ବଜେଟର ପରିମାଣ ରହିଛି ୧ ଲକ୍ଷ ୧୮ ହଜାର କୋଟି । ଜାଣନ୍ତୁ କେଉଁ ବିଭାଗକୁ ମିଳିଛି କେତେ?
ବଜେଟ୍ ସମ୍ପର୍କିତ ଟିକିନିଖି ଅପଡେଟ୍ ପାଇଁ ୱାନ୍ ଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରୁହନ୍ତୁ ।
ରଥଯାତ୍ରାରେ ଖୋଲିବ ରତ୍ନଭଣ୍ଡାର ! ବିଧାନସଭାରେ ଉତ୍ତର ରଖିଲେ ଆଇନ୍ ମନ୍ତ୍ରୀ
କଂଗ୍ରେସ୍ ବିଧାୟକ ଦାସରଥୀ ଗମାଙ୍ଗ କେବେ ସୁଦ୍ଧା ରତ୍ନ ଭଣ୍ଡାର ଖୋଲାହେବ? କେବେ ଗଚ୍ଛିତ ଥିବା ରତ୍ନ ଅଳଙ୍କାରର ହିସାବ କରାଯାଇ ରତ୍ନଭଣ୍ଡାର ମରାମତି ହେବ ବୋଲି ଆଜି ପ୍ରଶ୍ନ କରିଥିଲେ ।
ତେବେ ଏ ନେଇ ଆଜି ଉତ୍ତର ରଖିଥିଲେ ଆଇନ୍ ମନ୍ତ୍ରୀ । ଚଳିତ ବର୍ଷ ରଥଯାତ୍ରା ସମୟରେ ଭିତର ଭଣ୍ଡାର ଖୋଲାଯାଇ ମରାମତି କାର୍ଯ୍ୟ କରାଯାଇପାରିବ ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି ।
READ MORE













Click it and Unblock the Notifications