ସହରାଞ୍ଚଳର ରୂପାନ୍ତରଣ ନିମନ୍ତେ 10,781 କୋଟି ଟଙ୍କାର ବ୍ୟୟବରାଦ
ସହରାଞ୍ଚଳର ରୂପାନ୍ତରଣ ନିମନ୍ତେ 10,781 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ସହରାଞ୍ଚଳ ଜଳ ଯୋଗାଣ ପାଇଁ BASUDHA ଅଧୀନରେ 418 କୋଟି ଟଙ୍କା, ଜାଗା ମିଶନ ପାଇଁ 100 କୋଟି ଟଙ୍କା ଏବଂ ନୂତନ ସହର ବିକାଶ ପାଇଁ 918 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ସହରାଞ୍ଚଳ ପରିମଳ ଯୋଜନା ପାଇଁ 430 କୋଟି, ସହରାଞ୍ଚଳ ଜଳ ନିଷ୍କାସନ ଯୋଜନା ପାଇଁ 214 କୋଟି ଟଙ୍କା, ବର୍ଷା ଜଳ ନିଷ୍କାସନ ଏବଂ
ଜଳାଶୟ ବିକାଶ ପାଇଁ 200 କୋଟି ଟଙ୍କା, ସହରାଞ୍ଚଳ ସଡକ ପରିବହନ ପାଇଁ 1200 କୋଟି ଟଙ୍କା, ଏବଂ ଓଡିଶା ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଣ୍ଠି ପାଇଁ 50 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ସହରାଞ୍ଚଳ ଶାସନର ଉନ୍ନତି ପାଇଁ 855 କୋଟି ଟଙ୍କା, ଏବଂ ଗ୍ରାମୀଣ ସହରୀ ରୂପାନ୍ତରୀକରଣ ପାଇଁ 100 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । AMRUT ଯୋଜନା ଅଧୀନରେ 764 କୋଟି ଟଙ୍କା ଏବଂ ସ୍ବଚ୍ଛ ଭାରତ ଅଭିଯାନ(ସହରୀ) ପାଇଁ 534 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
More From
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications